Odia News Portal
Browsing Tag

congress politics

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି…

ଓଡିଶା ବନ୍ଦ: ଟ୍ରେନ ଓ ବସ୍ ସେବା ସମ୍ପୂର୍ଣ୍ଣ ଠପ୍

ଭୁବନେଶ୍ୱର: ରାଜଧାନୀରେ ଓଡିଶା ବନ୍ଦର ପ୍ରଭାବ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ଜୋରଦାର ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଲେ କଂଗ୍ରେସ କର୍ମୀ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୋଲିସ୍…

କାହ୍ନୁ-କୃଷ୍ଣଙ୍କ କାନ୍ଧରେ ଶ୍ରୀକାନ୍ତଙ୍କ ବନ୍ଧୁକ

ଭୁବନେଶ୍ୱର : ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବାହାର ରାସ୍ତା ଦେଖାଇବାପାଇଁ ଦଳର ଗୋଟିଏ ଲାଗି ପଡିଥିବାବେଳେ ଶ୍ରୀକାନ୍ତ ଏବେ ପ୍ରତି ଆକ୍ରମଣ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପାଇଁ କାହ୍ନୁ-କୃଷ୍ଣଙ୍କ କାନ୍ଧରେ ବନ୍ଧୁକ ରଖି ସେ ଫୁଟାଉଥିବା ଦେଖିବାକୁ ମିଳୁଛି । ଶ୍ରୀକାନ୍ତଙ୍କ ପ୍ରତି…

ଶ୍ରୀକାନ୍ତଙ୍କ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଭୁବନେଶ୍ବର () ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଯେକୌଣସି ସମୟରେ ହୋଇପାରେ ଦଳୀୟ କାର୍ଯ୍ୟାନୁଷ୍ଠାନ । ଏହାର ସଙ୍କେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦେଇସାରିଲେଣି । ଦଳ ଓ ଦଳର ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଗଣମାଧ୍ୟମରେ ମତ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଶ୍ରୀକାନ୍ତଙ୍କ ବିରୋଧରେ…