Odia News Portal
Browsing Tag

corona virus

ଆଜି ରାଜ୍ୟରେ ୪ ହଜାର ୮୨୯ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି କରୋନାର ଆତଙ୍କ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍ ଥିଲା ୫.୧୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍ ରହିଛି ୬.୪୯ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୯୩୩…

ରାଜ୍ୟରେ ସଂକ୍ରମଣ ୪ ହଜାର ଟପିଲେ

ଓଡିଶାରେ କରୋନାର ଆତଙ୍କ । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ସଂକ୍ରମଣ । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

କରୋନାରେ ପୀଡିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କଠାରେ କରୋନାର କୈାଣସି ଲକ୍ଷଣ ନଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବା ପରେ ଘରେ କ୍ୱାରେଣ୍ଟିନରେ ରହିଛନ୍ତି । ଗତ ୩ ଦିନ ହେବ ତାଙ୍କ ସଂସ୍ପର୍ଶରେ…

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ

ଦେଶରେ ଲକ୍ଷେ ଟପିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮। ଅନ୍ୟପଟେ ଗତ…

ତୃତୀୟ ଲହରର ଟାର୍ଗେଟରେ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ପରିସ୍ଥିତି ସଙ୍କଟ ହେବାରେ ଲାଗିଛି। ତୃତୀୟ ଲହର କରୋନା ଯୋଦ୍ଧାଙ୍କୁ ଟାର୍ଗେଟ କରିଛି। ଇତି ମଧ୍ୟରେ ଦେଶରେ ୧୦୦୦ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଦିଲ୍ଲୀ, ମୁମ୍ବାଇ, ପାଟନା, ଲକ୍ଷ୍ନୌରେ…

ଦେଶରେ ୨୪ ଘଂଣ୍ଟାରେ ୯୦ ହଜାର ୯୨୮ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଲକ୍ଷେ ମୁହାଁ ଦୈନିକ କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୯୦ହଜାର ୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫୬.୨ ପ୍ରତିଶତ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍ ରହିଛି ୨ ଲକ୍ଷ ୮୫ହଜାର ୪୦୧। ସୁସ୍ଥ…

ଆଜି ଓଡିଶାରେ ୧୮୯୭ କରୋନା ଚିହ୍ନଟ,ଜଣେ ମୃତ

ଓଡିଶାରେ ହୁ ହୁ ହୋଇ ବଢୁଛି କରୋନା । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ । ଆଜି ମୋଟ…

ରାଜ୍ୟରେ ୪୨୪ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ହୁ ହୁ ହୋଇ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ୧ ରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୭୮ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ…

୨୪ ଘଂଣ୍ଟାରେ ଦେଶରେ ୩୩ ହଜାର ୭୫୦ କରୋନା ସଂକ୍ରମିତ

ଦେଶରେ ୨୪ ଘଂଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ । ଦିନକରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୧୦ହଜାର…

ହସ୍ପିଟାଲ ଖୋଲିବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ନୂଆବର୍ଷ ଆରମ୍ଭରୁ କରୋନା ମହାମାରୀ ଦୃତ୍ତ ଗତିରେ ବଢି ଚାଲିଛି । ଦିନକରେ ଦେଶରେ ୨୨ ହଜାର ପାର କରିଛି କୋରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ ନୂଆ ସଂକ୍ରମଣ କେସ୍ ସାମ୍ନାକୁ ଆସିଛି । ପୂର୍ବଦିନ ତୂଳନାରେ ଏହା…