Odia News Portal
Browsing Tag

Covid Vaccination in odisha

ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ କେନ୍ଦ୍ର ସରକାରଙ୍କ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ସମୟରେ ରାଜ୍ୟରେ ମଧ୍ୟ ସେହି ସମାନ ତାରିଖରେ ଟିକାକରଣ କରାଯିବ ।ତେବେ ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସି ତାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବରିଷ୍ଠ ନାଗରିକଙ୍କୁ…

ଦ୍ୱିପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୟସ୍କଙ୍କୁ ଟିକାକରଣ ସଂପର୍କରେ ଘୋଷଣା କରାଯିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହାର ଏକ ପ୍ଲାନିଂ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ଓ ୫ମହାନଗର ନିଗମକୁ ଚିଠି…

ଟିକା ନନେଲେ ମିଳିବନି ସରକାରୀ ସୁବିଧା !

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ…

ରାଜ୍ୟରେ ଆଉ ୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୨୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…

ଟିକା ନେଲେ ପୋଲିସ ଡିଜି ଅଭୟ

କଟକ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ…

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ଦ୍ବିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ଡିଜି, ଏସପି ଜିଲ୍ଲାପାଳମାନେ ଟିକା ନେବେ । ତେବେ ଟିକା ନେଇସାରି ଫଟୋ ଟୁଇଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପର୍ଯ୍ୟାୟରେ…

ସମ୍ମୁଖ ଯୋଦ୍ଧାଙ୍କୁ ଅଫିସରେ ଟିକାକରଣ

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ତେବେ ଟିକାକରଣକୁ ସହଜ ଏବଂ ସୁବିଧାରେ ସମ୍ମୁଖ ଯୋଦ୍ଧାଙ୍କୁ ଦେବା ପାଇଁ ଏଥର ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ସୁବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ…

୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ୩ ଦିନ କରୋନା ଟିକାକରଣ ବନ୍ଦ ରହିବ । ଆଜିଠାରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ ତାରିଖଠାରୁ ରାଜ୍ୟରେ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ରାଜ୍ୟରେ କମିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…