ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ
ଭୁବନେଶ୍ୱର: ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟାକାଣ୍ଡ । ରାଜଧାନୀରେ ଗଡିଲା ମୁଣ୍ଡ । ଖଣ୍ଡଗିରି ଥାନା ରଘୁନାଥ ନଗରରେ ମୋବାଇଲ ଦୋକାନୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ହେଉଛନ୍ତି ୨୬ ବର୍ଷିୟ ସନାତନ ରାଉତରାୟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା!-->…