Odia News Portal
Browsing Tag

crime

ଛାତ୍ରୀଙ୍କୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କଲେ ଟ୍ୟୁସନ ମାଷ୍ଟର

କେନ୍ଦୁଝର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ମାଷ୍ଟର ଗିରଫ ହୋଇଥିବା ସୂଚନା ମିଳିଛି ।…

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା…

୭ ସାଇବର ଠକଙ୍କ ନିକଟରୁ ୧୬ ହଜାର ସିମ୍‌କାର୍ଡ ଜବତ

ଭୁବନେଶ୍ୱର: ଲକଡାଉନ ସମୟରେ ମାତିଥିଲେ ସାଇବର ଠକ । ଘରେ ବସି ଲୋକଙ୍କୁ ଠକି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି…

ଡାର୍ଟି ଟିଚର, ନାଳୁଆ ଶିକ୍ଷକଙ୍କୁ ଚପଲରେ ସେକିଲେ ଶିକ୍ଷୟିତ୍ରୀ

କେନ୍ଦୁଝର: ପିଲାଙ୍କୁ ଭଲ ବାଟ ବାଟ ଦେଖାଉଥିବା ଶିକ୍ଷକ ନିଜେ ଗଲେ ଅବାଟରେ । ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରି ଜେଲଗଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଖବର । ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ…

ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ

ନବରଙ୍ଗପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷା ରଖି ବିବାହ କରିଥାନ୍ତି । ମାତ୍ର ସାମାନ୍ୟ କଳହକୁ କେନ୍ଦ୍ର କରି ସଇତାନ ପାଲଟିଛି ସ୍ୱାମୀ । ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁ…

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ କିନ୍ନର ଗିରଫ

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।…

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖେର୍ଦ୍ଧା: ପାଗଳ ପ୍ରେମୀର ଉନ୍ମୁକ୍ତ କାଣ୍ଡ । ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇଗୋଡ଼ କାଟିଦେଲା ପ୍ରେମିକ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ତୁଳସୀପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥ୍‌ରେ ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି ।…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୃବରାଜ ନାୟକଙ୍କୁ ହତ୍ୟା ଅଭିଯୋଗ । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ କରାଯାଇଥିଲା । ତେବେ ଆଜି ଝାରସୁଗୁଡ଼ା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କୁ…

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ…

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ…