Odia News Portal
Browsing Tag

Dcp

ମୋବାଇଲ ରିପ୍ୟାରିଂ ଦୋକାନୀଙ୍କୁ ଡିସିପିଙ୍କ କଡ଼ା ଚେତାବନୀ

ମୋବାଇଲ ଫୋନ ରିପ୍ୟାରିଂ ଦୋକାନୀଙ୍କୁ କଡା ଚେତାବନୀ । ଚୋରି ମୋବଇଲ ଫୋନ ରିପ୍ୟାରିଂ କିମ୍ବା ପାସଓ୍ଵାର୍ଡ ଫିଟାଇବାକୁ ଆସୁଥିବା ଲୋକଙ୍କ ଡାଟା ରଖିବାକୁ ତାଗିଦ୍ କରିଛନ୍ତି ଡିସିପି । ମୋବାଇଲ ଦୋକାନୀଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଚୋରି ମୋବାଇଲ ଫୋନ…

ସୁନା ଦୋକାନକୁ ଡିସିପିଙ୍କ ଚେତାବନୀ

ଭୁବନେଶ୍ୱର() କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣୀରେ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ଦିପାବଳୀକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ‘ ଏସଆରସିଙ୍କ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ବାଣ…

ଦୁର୍ଗାପୂଜା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

କଟକ()  କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ୍‌ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ୍‌ । ୧୦୦ ଜଣ ପୋଲିସ୍‌ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି ।…

ପୋକ୍ସୋ ଆକ୍ଟରେ ମାମଲା ରୁଜୁ

କଟକ() କଟକ ଚାଉଳିଆଗଂଜ ଥାନା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ କଟକ ଡିସିପି ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି । …

ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ

ଭୁବନେଶ୍ୱର() ବିଧାନସଭା ଗେଟ ସମ୍ମୁଖରେ ହାଇଡ୍ରାମା । ମା’ ବେକରେ ଛୁରି ଲଗାଇ ଆତ୍ମହତ୍ୟାର ଧମକ ଦେଇଥିଲା ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି । ବିଧାନସଭା ସମ୍ମୁଖରେ ଯୁବକଙ୍କ…

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର

ଭୁବନେଶ୍ବର() ଆଜି  ଭୁବନେଶ୍ୱରର ନୂତନ ଡିସିପିଭାବେ ଉମାଶଙ୍କର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏନେଇ ପୁଲିସ ସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୁପ କୁମାର ସାହୁ  ଶ୍ରୀ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ଠିକ…

ଲୋକଙ୍କ ସ୍ବାସ୍ଥ୍ୟ ପାଇଁ  ଡିସିପିଙ୍କ କଠୋର ନିଷ୍ପତି

ଭୁବନେଶ୍ବର () ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଡିସିପି ଅନୁପ ସାହୁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଭୁୟସି ପ୍ରଶଂସା କରିଛନ୍ତି । ଡିସିପି ଶ୍ରୀଯୁକ୍ତ ସାହୁ ଆଇନକୁ ମାନୁନଥିବା ବା ସରକାରଙ୍କ ନିୟମକୁ ମାନୁନଥିବା…