Odia News Portal
Browsing Tag

deadbody

ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଲୁଧୁଣୀ ଗ୍ରାମର ଚକ୍ର ମୁଣ୍ଡାଙ୍କ ପୁଅ ସୁଶାନ୍ତ ମୁଣ୍ଡା। ସୁଶାନ୍ତ ଗତ ୨୩ ତାରିଖଠାରୁ ନଦୀକୁ…

ସମୁଦ୍ର କୂଳରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ: ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତର ନୋଳିଅକ୍ଷ ନୁଆଗାଁ ସମୁଦ୍ର କୂଳରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ସମୁଦ୍ରକୁ ଯାଉଥିବା ବେଳେ ଏକ…

ବିଦ୍ୟୁତ ଆଘାତରେ ଯବାନଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ଯ୍ୟରତ ଜିଲ୍ଲା ପୁଲିସର ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରାଇଘର କୋଦଭଟା ସ୍ଥିତ ପୁଲିସ୍ କ୍ୟାମ୍ପରେ ଏହି ଅଘଟଣ…

ଘର ଭିତରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଅଭାବନୀୟ ଘଟଣା । ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା ଘରୁ ମିଳିଛି ମୃତଦେହ । ଘରୁ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ୍…

ଏକ ଘରୋଇ ବିବାହ ମଣ୍ଡପ ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଏକ ଘରୋଇ ବିବାହ ମଣ୍ଡପ ପରିସରରୁ ମିଳିଲା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ । ଏପରି ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ । ମୃତକ ଜଣଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାଁ ହେଉଛି ପ୍ରକାଶ ବଳ(୨୬) । ତେବେ ଏପରି ଘଟଣା ଜାଣିବା ପରେ ଘଟଣା ସ୍ଥଳରେ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କନ୍ଧମାଳ: ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି କ୍ଷ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଡାଳଗୁମା ଗ୍ରାମ ର କମ୍ବୁ ମାଝୀ କ୍ଷ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ପୋଖରୀରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି । କୋକସରା ଥାନା…

ଜୟଦେବ ବିହାର ଅଞ୍ଚଳରୁ ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟରେ ଥିବା ଏକ ଭଙ୍ଗ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପ୍ରଥମେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ କବର ପାଇ ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତ ଯୁବକଙ୍କ ପରିଚୟ…

ଘର ଭିତରୁ ୨ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ତିରିଂ ଥାନା ସାନକୁମୁରୁମ ଗାଁରେ ଅଭାବନୀୟ ଘଟଣା। ଘର ଭିତରୁ ୨ ଯୁବତୀଙ୍କ ମୃତଦେହ ଉଦ୍ଧାର। ଭିତର ପଟୁ କବାଟ ବନ୍ଦ ଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ମୃତକ ସମ୍ପର୍କୀୟ ଭଉଣୀ ଏବଂ ଜଣଙ୍କ ବୟସ ୧୭ ବର୍ଷ ହୋଇଥିବାବେଳେ ଆଉ ଜଣଙ୍କ ବୟସ ୧୯ବର୍ଷ ବୋଲି…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢ଼େଙ୍କାନାଳ: ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗ୍ରାମର ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କଙ୍କଡାହାଡ଼ ଥାନା ବାଲିକୂମା ପଞ୍ଚାୟତ ଧୂଳିଗୋଠ ଗ୍ରାମର ପ୍ରକାଶ…

ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମଟମ ପରେ ବୋହୂ ଓ ତାଙ୍କ ପତ୍ନୀଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ହାଇଦର ଦେହରେ ୪ଟି ଗୁଳି ବାଜିଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏଡିଏମଓ ସୁଶାନ୍ତ ନାୟକ । ଜଙ୍ଘରେ ୨ଟି ଓ ଅଣ୍ଟାରେ ୨ଟି ଗୁଳି…