Odia News Portal
Browsing Tag

deadbody

ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁନସୁନିଆ ମହାମାୟା ଛାତ୍ରାବାସରେ ଅଘଟଣ ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ବରଗଡ ଜିଲ୍ଲା ବରିକେଲ ଗାଁର ଶ୍ରୀଧର ପଣ୍ଡା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି…

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର । ଗୋବିନ୍ଦିପୁର ମାଟିଆପଡା ଗାଁର ସୌମ୍ୟରଞ୍ଜନ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ

କନ୍ଧମାଳ: ବାଲିଗୁଡ଼ା ଥାନା ମହାସିଙ୍ଗ ଖଡଗ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହାସିଙ୍ଗ ଗ୍ରାମର ସୁବାସ ଗାଉଁଟିଆ। ସୂଚନାଅନୁସାରେ , ଆଜି ସକାଳେ ମୃତ ସୁବାଷ ମହାସିଙ୍ଗ ଗ୍ରାମ ଦେଇ ଯାଇଥିବା ଖଡଗ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତା…

ସାଙ୍ଗ ମାନଙ୍କ ସହ ଶେଇଥିଲେ,ସକାଳୁ ମିଳିଳା ମୃତ ଦେହ

ଚାନ୍ଦବାଲି:ଚିଙ୍ଗୁଡି ଫାର୍ମ ନିକଟରୁ ମିଳିଲା ଯୁବକଙ୍କ ମୃତ ଦେହ । ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏଭଳି ଅଘଟଶ ଘଟଣା । ମୃତକ ଜଣକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି । ଖବର ଅନୁସାରେ, ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ ।…

ପୁରୀ ନୂଆନଇରେ ଭାସୁଛି ଯୁବକଙ୍କ ମୃତଦେହ

ପୁରୀ ନୂଆନଈରେ ଭାସୁଛି ଯୁବକଙ୍କ ମୃତଦେହ । ତେବେ ଯୁବକ ଜଣଙ୍କ ରବିବାର ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସୋମବାର ନୂଆନଈରୁ ତାଙ୍କ ମୃତଦେହ ମିଳିଛି । ଖବର ପାଇ ପୁରୀ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି ନାଁ ଏହା…

ପୋଲ ତଳୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଭଦ୍ରକ : ପୋଲ ତଳେ ପଡିଛି ମୃତଦେହ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ଅଞ୍ଚଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ପେଟ୍ରୋଲ ପମ୍ପ୍ ନିକଟ ପୋଲ ତଳେ ମୃତଦେହଟି ପଡିଛି ।…

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେସରୁ ଉଦ୍ଧାର ହୋଇଛି ମୃତଦେହ । ଭଦ୍ରକ କଲେଜ ରୋଡରେ ଥିବା ମେସରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ…

ପୋଖରୀରୁ ଉଦ୍ଧାର ହେଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତଦେହ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ । ପାତ୍ରପଡ଼ା ଗାଁ ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ତାଙ୍କୁ କେହି ଦୁବୃତ୍ତ୍ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ତେବେ ନବୀନ ଦାସ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ…

ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ…

ମିଳିଲା ନିଖୋଜ ଝିଅର ମୃତଦେହ

ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ…