Odia News Portal
Browsing Tag

Delhi CM Arvind Kejriwal

ଦିଲ୍ଲୀରେ ଲକଡାଉନ ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍…

ଶନି, ରବି କର୍ଫ୍ୟୁ ଲଗାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନୂଆ କଟକଣା ଜାରି କରିଛନ୍ତି । ଏଣିକି ଶନିବାର ଓ ରବିବାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଜାରି ହେବ ଏବଂ ସମସ୍ତ ଦୋକାନ,ବଜାର,ଯାତାୟତ ଆଦି ବନ୍ଦ ରହିବ । କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀ…

ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଯାଇଛି | ଦୈନିକ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ…

ଟିକାର ପ୍ରଥମ ଡୋଜ ନେଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: କରୋନା ଟିକା ଗ୍ରହଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗୁରୁବାର ଦିନ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି । କେଜ୍ରିୱାଲଙ୍କ ସହ…

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କୃଷିବିଲ୍କୁ ଚିରି ଫୋପାଡିଲେ କେଜ୍ରିୱାଲ

କୃଷି ଆଇନର ବିଲ୍କୁ ଚିରି ଫୋପାଡିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲକୁ ଚିରି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଲ୍ଲୀ ସରକାର…