Odia News Portal
Browsing Tag

entertainment news

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା…

ବକ୍ସ ଅଫିସରେ ହ୍ୟାଟ୍ରିକ କଲା ‘ଏ କ୍ୱାଇଟ ପ୍ଲେସ ପାର୍ଟ 2’

ମୁମ୍ବାଇ: କରୋନା ସମୟରେ ହ୍ୟାଟ୍ରିକ କଲା ହଲିଉଡର ୨ ସିନେମା| ହଲିଉଡର ୨ ସିନେମା 'ଏ କ୍ୱାଇଟ ପ୍ଲେସ ପାର୍ଟ 2' ପ୍ରଥମ ସପ୍ତାହରେ ଏହା ୪୮ ମିଲିୟନ୍ ଡଲାର୍ ରୋଜଗାର କରି ଏକ ବଡ଼ ଧରଣର ରେକର୍ଡ ସୃଷ୍ଟି କରିଛି | ଏହି ଚଳଚ୍ଚିତ୍ର ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଭଲ ବ୍ୟବସାୟ କରିଛି…

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର…

କରୋନା କାଳରେ ସାହାଯ୍ୟର ହାତ ବଢ଼ାଇଲେ ଫରହାନ

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବା ଦେଖି ସମସ୍ତେ ଚିନ୍ତିତ ଅଛନ୍ତି। ଏହି କାରଣରୁ, ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି, କେତେ ଲୋକଙ୍କ ପରିବାର ଭାଙ୍ଗି ଯାଇଛି। ଲୋକମାନେ ଡାକ୍ତରଖାନାରେ ଶଯ୍ୟା ଏବଂ ଅମ୍ଳଜାନ ପାଉନାହାଁନ୍ତି | ଏଭଳି ପରିସ୍ଥିତିରେ ଅନେକ…

ଏକାଡେମୀ ଆୱାର୍ଡ : ଇରଫାନ୍, ଭାନୁଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ୯୩ ତମ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଛି । ଭର୍ଚୁଆଲରେ ପ୍ରଦର୍ଶିତ ଏହି ପୁରସ୍କାର ଉତ୍ସବର "ଇନ୍ ମେମୋରିୟମ୍" ମୋଣ୍ଟେଣ୍ଟରେ ଇରଫାନ୍ ଖାନ୍ ଏବଂ ଭାନୁ ଅଥାୟା ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ। ସଚିନ କନେରି ଏବଂ ଚାଡୱିକ୍ ବୋସମାନ ମଧ୍ୟ ଅନ୍ୟମାନଙ୍କ…

କରୋନାରୁ ସୁସ୍ଥ ହେଲେ ଶ୍ରମିକଙ୍କ ହିରୋ ସୋନୁ ସୁଦ୍

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ଅଭିନେତା ସୋନୁ ସୁଦ୍ । ଆଜି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସୋନୁ । ଆଉ ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହେବା…

ଅର୍ଚ୍ଚିତାଙ୍କ ସପନର ସୌଦାଗର

ଭୁବନେଶ୍ବର: ଆଜି ଅର୍ଚ୍ଚିତାଙ୍କୁ ମିଳିବ ତାଙ୍କ ସପନର ସୌଦାଗର । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ହାତ ଧରିବେ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ । ବିବାହ ବନ୍ଧରେ ବାନ୍ଧିହେବେ ଦୁଇ ଫେମସ୍ ଲଭ୍ ଯୋଡ଼ି । ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍‌ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ନାୟିକା…