Odia News Portal
Browsing Tag

entertainment news

‘ପୁଷ୍ପା-୨’ର ଆଇଟମ ସଂଗ୍କୁ କ’ଣ ମନା କରିଛନ୍ତି ସମନ୍ଥା ?

୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ରର ‘ଉଃ ଅଣ୍ଟବା’ ଗୀତରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନରେ ଯେଉଁ ଶିହରଣ ଖେଳାଇଥିଲା ତାହା ବିରଳ ଶ୍ରେଣୀର ବୋଲି କୁହାଯାଇପାରେ। ନିଜର ପ୍ରଥମ ଆଇଟମ୍‌ ଗୀତରେ ସମନ୍ଥା ଦୀର୍ଘସ୍ଥାୟୀ ଛାପ ଛାଡ଼ିବାରେ ସମର୍ଥ…

‘କପିଲ ଶର୍ମା ଶୋ’ ଫିଲ୍ମ ପାଇଁ ଅଶୁଭ; କେ.ଆର.କେ

ବଲିଉଡ ଖିଲାଡି କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ସେଲଫି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଥର ପାଇଁ ଇମ୍ରାନ ହାଶମୀଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏବେ ସେ ‘ସେଲଫି’ର ପ୍ରଚାର ପାଇଁ ବାହାରକୁ ଯାଉଥିବା ବେଳେ ‘ଦି କପିଲ ଶର୍ମା ସୋ’କୁ…

ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲେ ‘କନ୍ତାରା’ ମୁଖ୍ୟ ନାୟକ ରିଷଭ ସେଟ୍ଟୀ

ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ‘କନ୍ତାରା’ ଫେମ୍ ରିଷଭ ସେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ…

ଆଜି ସିନେ ପରଦାରେ ଆସିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ମାମା ୱେଡ୍ସ ପାପା’

ଆଜି ପରଦାକୁ ଆସୁଛି ନୂଆ ଓଡ଼ିଆ ଛବି, ଯାହାର ଶୀର୍ଷକ ହେଲା ‘ମାମା ୱେଡ୍ସ ପାପା’। ଏଥିରେ ଦୁଇ ନାୟିକାଙ୍କ ସହ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟକ ଅଭିଷେକଙ୍କୁ ଦେଖିବାକୁ ମିଳିବ। ହଁ, ଏହି ଫିଲ୍ମରେ ଅଭିଷେକଙ୍କ ସହ ପ୍ରିୟଙ୍କା ଓ ରିଷିତାଙ୍କୁ ନାୟିକା ଭୂମିକାରେ ନଜର ଆସିବେ। ଉଭୟ ନାୟିକାଙ୍କ…

ଏମ ସି ଷ୍ଟାନଙ୍କ ଫ୍ୟାନ ଫଲୋଇଙ୍ଗ ବିରାଟ କୋହଲି, ସିଦ୍ଧାର୍ଥ ଶୁକ୍ଳା ଓ ତେଜସ୍ବୀ ପ୍ରକାଶଙ୍କୁ ପଛରେ ପକାଇ ଦେଇଛି

ସରିଯାଇଛି ରିଆଲିଟି ଶୋ ‘ବିଗବସ୍ ୧୬’, ଘୋଷିତ ହୋଇଯାଇଛି ଏହାର ବିଜେତା । ଫେବୃଆରି ୧୨ ତାରିଖ ଦିନ ‘ବିଗ୍ବସ୍ ୧୬’ ବିଜେତାଙ୍କ ନାମ ଘୋଷଣା ହେବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କାରଣ ଦର୍ଶକ ଭାବୁଥିଲେ ‘ବିଗ୍‌ବସ୍‌ ୧୬’ ବିଜେତା ପ୍ରିୟଙ୍କା ଚାହର ଚୌଧୁରୀ ନଚେତ ଶିବ ଠାକରେ…

ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?

ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ଷ୍ଟାର ୟଶ୍ ଓ ଋଷଭ

ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ…

ସିଡ୍-କିଆରା ରିସେପସନରେ ଅନେକ ସିନେତାରକାଙ୍କ ସହ ଯୋଗଦେଲେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଗତ ୭ ତାରିଖରେ ରାଜସ୍ଥାନ ଜୟସାଲେମର୍ସ୍ଥିତ ସୂର୍ୟ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ଗତକାଲି ସେମାନେ ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲରେ ଭୋଜି ଦେଇଥିବା ବେଳେ ଏହି ଭୋଜିରେ…

କର୍ଣ୍ଣାଟକର ପ୍ରଥମ ଏମବିଏ ଟ୍ରାନ୍ସଜେଣ୍ଡରଙ୍କ ନିବେଶରେ ଚାଲିଛି ନାଇଟ୍ ଫୁଡ୍ ଷ୍ଟଲ

କର୍ଣ୍ଣାଟକର ତିନିଜଣ ଟ୍ରାନ୍ସଜେଣ୍ଡର ମିଶି ଏକ ଖାଦ୍ୟ ଷ୍ଟଲ୍ ଖୋଲିଛନ୍ତି, ଯାହା କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତି ଯାଏ ଚାଲିଥାଏ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ସହରରେ ଏହା ହେଉଛି ପ୍ରଥମ ଖାଦ୍ୟ ଷ୍ଟଲ୍ ଯାହା ସାଧାରଣତଃ, ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବେଶି…

ରିଲଜ ହେଲା ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର” ର ମ୍ୟୁଜିକ

ଆଜି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ ହୋଇଛି । ଉକ୍ତ ସିନେମାର ଲୋକାର୍ପଶ ଭୁବନେଶ୍ୱରର ଏକ ତାରକା ହୋଟେଲ ମଧ୍ୟରେ ହୋଇଛି । ସେହି ଲୋକାର୍ପଣ ଉତ୍ସବରେ ଓଲିଉଡର କେତେକ ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର…