ସିଡିଏମ୍ଓ କାର୍ଯ୍ୟାଳୟର କିରାଣିଙ୍କ ଚାମ୍ବରରୁ ୫ ଲକ୍ଷ ଟଙ୍କା ଜବତ
ସରକାରୀ କର୍ମଚାରୀଙ୍କ ପଛରେ ଦୁର୍ନୀତିର ଦାଗ ହଟୁନାହିଁ। ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଭଲ ଦରମା ଦେଉଥିବା ବେଳେ ତଥାପି ଏମାନଙ୍କର ଲୋଭ କମ ନୁହେଁ। କୌଣସି କାମରେ ହାତ ମାରିଲେ ଲାଞ୍ଚ ମାଗିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ହେଉଛି। ଏହି କ୍ରମରେ…