Odia News Portal
Browsing Tag

Gangster Haider news

ହାଇଦର ଲିଙ୍କ୍: ୨ ପୋଲିସ ଅଧିକାରୀ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆକ୍ସନ ମୋଡ଼ରେ ପୋଲିସ । ତେବେ ଫେରାର ମାମଲାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଛି । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ସେହି ସମାନ ଢଙ୍ଗରେ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳାବାଗ…

ରଶ୍ମିରଞ୍ଜନଙ୍କ ମାଷ୍ଟରମାଇଣ୍ଡ ଆଗରେ ହାର ମାନିଲା ହାଇଦର

ଭୁବନେଶ୍ୱର: ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଜଣିଆ ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର । ହାଇଦରକୁ ଗିରଫ କରିବା ପଛରେ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କର ରହିଛି ବଡ଼ ଭୂମିକା | ଜାହିରାବାଦରେ ଜଣେ…

୧୨୦ ଘଣ୍ଟାର ହାଇଦର କାହାଣୀ ବଖାଣିଲେ ସିପି

*୧୨୦ଘଣ୍ଟାର ଅପରେସନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା | * ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ | *ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର | *୭ ଜଣ ସହଯୋଗୀଙ୍କୁ ମଧ୍ୟ କରାଯାଉଛି ପଚରାଉଚରା |

ଓଡ଼ିଶା ପହଞ୍ଚିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର: ଓଡ଼ିଶାରେ ଫେରିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଆଜି ହାଇଦରକୁ ଭୁବନେଶ୍ବର ଅଣା ଯାଇଛି । ସୂଚନା ଅନୁଯାୟୀ, ହାଇଦର ତେଲେଙ୍ଗାନାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚବା ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କଟକ ନିଆଯାଉଛି । ଆଜି ଜେଏମଏଫସି…

ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ…

ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ହାଇ ଆଲର୍ଟ

କଟକ: ଏସସିବି ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ କମିଶନରେଟ୍ ପୋଲିସର ବଡ଼ଧରଣର ଅଭିଯାନ । କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ।…