Odia News Portal
Browsing Tag

girl

ଭାଇରାଲ ହେବାରେ ଲାଗିଛି ମାତାଲି ଯୁବତୀଙ୍କ କାରନାମା

ଭୁବନେଶ୍ୱର: ମାତାଲି ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ନିଶାରେ ଚୁର ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟିଏ ହାତରେ ସିଗାରେଟ୍ । ରାସ୍ତା ମଝିରେ ହଙ୍ଗାମା ଆଉ ଲୋକଙ୍କୁ ଖରାପ ଭାଷାରେ ଗାଳି । ବେଶ କିଛି ସମୟ ଧରି ଚାଲିଥିବା…

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର…

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଶ୍ରମିକ ହଟାଇବା ଲାଗି ସରକାର କେତେ ଯୋଜନା କରିଛନ୍ତି । ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟରେ ସେମାନଙ୍କୁ ବିଭିନ୍ନ ମାଗଣା ସାମଗ୍ରୀ ଦିଆଯାଉଛି । ତେବେ ସମାଜରେ ଶିକ୍ଷିତ ହୋଇ ଶିଶୁ ଶ୍ରମିକ ଭଳି ପ୍ରଥାକୁ ପ୍ରଶୟ ଦେଇଛନ୍ତି…

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ…