Odia News Portal
Browsing Tag

hockey

ଟୋକିଓ ଅଲମ୍ପିକରେ ଓଡ଼ିଆ ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ପଦବୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଲାଗି ଭାରତୀୟ ହକି ଦଳ ଘୋଷଣା ହୋଇଛି । ତେବେ ଓଡ଼ିଶା ବାସୀଙ୍କ ଲାଗି ଏକ ଖୁସି ଖବର । ଭାରତୀୟ ହକି ଦଳର ଉପଅଧିନାୟକ ଭାବେ ବିରେନ୍ଦ୍ର ଲାକ୍ରାଙ୍କ ନାମକୁ ଘୋଷଣା କରିଛି ହକି ଇଣ୍ଡିଆ । ସେପଟେ ହରମନପ୍ରୀତ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି । ଉଭୟ ଦଳର…

ଦୀପଗ୍ରେସଙ୍କୁ ଅଲମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲମ୍ପିକ ଲାଗି ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଟିକଟେ ମିଳିଛି । ଆଜି ଏହି ଗସ୍ତ ଲାଗି ୧୬ ଜଣିଆଁ ଟିମ୍ ଘୋଷଣା ହୋଇଛି । ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଦୀପଗ୍ରେସ୍‌ଙ୍କୁ ଟିକେଟ୍ ମିଳିଛି । ପୂବରୁ ରିଓ ଅଲମ୍ପିକରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ତେବେ ସେ…

ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳୀଙ୍କୁ ହକି ଦଳରେ ସାମିଲ କରାଯାଇଛି । ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ…

ସବୁ ବ୍ଲକରେ ହେବ ଆଷ୍ଟ୍ରୋଟର୍ଫ

ଭୁବନେଶ୍ୱର-- ରାଜ୍ୟର ସବୁ ବ୍ଲକ୍ରେ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ଯାହାକି ରାଜ୍ୟରେ ହକିର ଏନ୍ତୁଳିଶାଳ ବୋଲି ବିବେଚନା କରାଯାଏ ସେଠାରେ ସର୍ବାଧିକ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ଏଠାରୁ ପୁଣି ଥରେ ବିଶ୍ୱସ୍ତରୀୟ ହକି ଖେଳାଳିମାନେ ରାଜ୍ୟ ଓ…

ଏସିଆନ୍ ଚାମ୍ପିୟନ୍ଶିପ୍ ହକି: ଭାରତ ବିଜୟ

ଏସିଆନ୍ ଚାମ୍ପିୟନଶିପ୍ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମ୍ୟାଲେସିଆ ସହ ମ୍ୟାଚ୍ ଡ୍ର ରଖିଥିବା ଟିମ୍ ଇଣ୍ଡିଆର ପୁରୁଷ ହକି ଦଳ ବୁଧବାର ପୁଣି ଥରେ ବିଜୟ ଟ୍ରାକ୍କୁ ଫେରିଛି। ଗତକାଲି ଟିମ୍ ଇଣ୍ଡିଆ ପ୍ରତିପକ୍ଷ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ହିରୋ ଥିଲେ…

ଏସିଆନ୍ ଚାମ୍ପିୟନ୍ଶିପ୍ ହକି : ଭାରତ ପରାସ୍ତ

ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ପୁରୁଷ ହକି ଟିମ୍କୁ ମ୍ୟାଲେସିୟା ପରାସ୍ତ କରିଥିଲା। ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଏସିଆନ୍ ଚାମ୍ପିୟନ୍ଶିପ୍ରେ ଥିଲେ ହେଁ ଭାରତ ଏହା କରିପାରି ନାହିଁ। କାରଣ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ଓ ମ୍ୟାଲେସିୟା ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍…

ହକିରେ ଭାରତର ବାଜିମାତ୍

ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ…