Odia News Portal
Browsing Tag

hockey

ଆନ୍ତର୍ଜାତିକ ହକିରୁ ବିଦାୟ ନେଲେ ଲିଳିମା ମିଞ୍ଜ

ଓଡିଶାର ମହିଳା ହକି ତାରକା ଲିଳିମା ମିଞ୍ଜ ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି । ଭାରତୀୟ ମହିଳା ହକି ଦଳ ପାଇଁ ଅନେକ ବର୍ଷ ଖେଳିଆସିଥିଲେ ଲିଳିମା ମିଞ୍ଜ। ତେବେ, ସେ ଘରୋଇ ହକି ମ୍ୟାଚ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ଦକ୍ଷତା ଅନୁସାରେ ଓଡିଶା ହକିର ଉନ୍ନତି ପାଇଁ…

ଜୁନିଅର ବିଶ୍ୱକପ୍ ହକିର ଲାଇଭ ମ୍ୟାଚ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଏମସି ଲଗାଇବ ବଡ ସ୍କ୍ରିନ୍‌

ଭୁବନେଶ୍ବର : ଚଳିତମାସ ୨୪ତାରିଖରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ୨୦୨୧। ୧୨ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ। ମାତ୍ର କରୋନା ପାଇଁ ଏଥର ଦର୍ଶକଙ୍କୁ ଷ୍ଟାଡିୟମରେ…

ସିନିଅର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶା

ଝାନ୍‌ସୀ: ଝାନସୀରେ ଚାଲିଥିବା ସିନିଅର ମହିଳା ହକି ପ୍ରତିଯୋଗିତାରେ ଓଡିଶାର ବିଜୟଧାରା ଜାରି ରହିଛି । ପ୍ରତିଯୋଗିତାରେ ଓଡିଶା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଛତିଶଗଡକୁ ୩-୦ ଗୋଲରେ ହରାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧୀନ ଓଡିଶା…

ଘୋଷଣା ହେଲା ଓଡ଼ିଶା ସିନିୟର ଓ ଜୁନିୟର ମହିଳା ହକି ଦଳ

ଭୁବନେଶ୍ୱର: ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା ଜୁନିୟର ଓ ସିନିୟର ମହିଳା ହକି ଦଳ ଘୋଷିତ । ଉଭୟ ବର୍ଗରେ ୧୮ ଜଣିଅାଁ ଟିମ୍ ବଛାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ବ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ । ଝାନ୍ସିରେ…

ନଭେମ୍ବର ୨୫ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ୱକପ

ଭୁବନେଶ୍ୱର: ହକି ପ୍ରେମୀଙ୍କ ଲାଗି ଖୁସି ଖବର । ଓଡ଼ିଶାରେ ହେବ ବିଶ୍ୱକପ । ଜୁନିୟର ପୁରୁଷ ହକି ବିଶ୍ୱକପ ଆସନ୍ତା ନଭେମ୍ବର ୨୫ରୁ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା…

ଆଜି ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସାରାଦେଶକୁ ଉଲ୍ଲସିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଜି ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯିବ । ଦୁଇ ଦଳ ଆଜି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । କଳିଙ୍ଗ ହକି ଷ୍ଟାଡିୟମରେ ଓଡିଶା ସରକାର ହକି ଖେଳାଳିଙ୍କୁ…

ବିରେନ୍ଦ୍ର ଓ ଅମିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅଫର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦମଦାର ପ୍ରଦାଁନ କରି ୪୧ ବର୍ଷ ପରେ ପଦକ ଜିତିଛି । ଯାହାକି ସାରା ଦେଶବାସୀଙ୍କୁ ବେଶ ଉତ୍ସାହିତ କରିଛି । ତେବେ ଭାରତୀୟ ହକି ଦଳରେ ଦୁଇଜଣ ଓଡ଼ିଆ ହକି ଖେଳାଳୀ ଅଛନ୍ତି । ତେବେ ପୁରୁଷ ହକି ଦଳର ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା ଓ…

ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଚ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ସବୁ ଦିଗରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ଜବରଦସ୍ତ ବିଜୟ ସହ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ…

ହକିରେ ଭାରତର ଜବରଦସ୍ତ କମ୍‌ବ୍ୟାକ

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର…