Odia News Portal
Browsing Tag

jagannath

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ହ୍ୟାଲିପେଡ୍‌ରେ ପହଞ୍ଚିବା ପରେ ରୋଡ୍‌ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର…

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା, ମହାପ୍ରଭୁଙ୍କ କଲେ ଦର୍ଶନ

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ସେ ହେଉଛନ୍ତି ବଡ ଭକ୍ତ । ପ୍ରଭୁଙ୍କ ଡାକରାରେ ସେ ପୁରୀ ଆସିବାର ସୌଭାଗ୍ୟ ପାଇଥିବା ସେ…

ଚକାଡୋଳାକୁ ଦେଖିପାରିବେ ଭକ୍ତ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଖୋଲିବାର ରସ୍ତା ଖୋଲିଯାଇଛି । ରାଜ୍ୟ ସରକାର ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକାରେ ଏଭଳି ସୂଚନା ଦେଇଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ନଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର ।…

ଜନ୍ମବେଦୀରୁ ବାହୁଡୁଛନ୍ତି ମହାବାହୁ

ମଙ୍ଗଳବାର ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ…

ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି

ଆଜି ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବେ । ଅପରାହ୍ନରେ ଜନ୍ମବେଦୀକୁ ବିଜେ ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ବଢ଼ିଛି ଅନ୍ୟାନ୍ୟ ନୀତି । ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମଦେବୀକୁ ବିଜେ କରିବାକୁ ଥିବାରୁ ନିତି ସଅଳ…

ଏହି ବ୍ୟାଙ୍କରେ ରହିବ ଜଗା ଟଙ୍କା

ଭୁବନେଶ୍ୱର() ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିବ । ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏହି ଟେଣ୍ଡରରେ ଇଣ୍ଡିଆନ ବ୍ୟାଙ୍କ ୨ୟ ସ୍ଥାନରେ ରହିଥିବା ବେଳେ କାନାରା ବ୍ୟାଙ୍କ ତୃତିୟ ସ୍ଥାନରେ…