Odia News Portal
Browsing Tag

jail

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ସୁବିଧା, ଟଙ୍କା ଆସୁଛି କୁଆଡୁ?

ଭୁବନେଶ୍ୱର : ଚିଟଫଣ୍ଡ ଅଭିଯୁକ୍ତମାନେ ଜେଲରେ ଏବେ ମଉଜ ମଜଲିସ୍ କରୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ସେତେବେଳେ ତାହା ଉପଲବ୍ଧ ହେଉଛି । କେବଳ ଏଥିପାଇଁ ପଇସା ଦେଇଦେଲେ ହେଲା । ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଏଭଳି କାରବାର ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଉଜ…

ପାପୁଲି କଟା ଦୋଷୀକୁ ୧୦ ବର୍ଷ ଜେଲ

ଭୁବନେଶ୍ୱର: ଭୁବନେଶ୍ୱର: ୨୦୧୩ ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଦଣ୍ଡାଦେଶ ଜାରି ହୋଇଛି । ଦୋଷୀ ପର୍ଶୁରାମ ନାଏକକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ଧର୍ମଗଡ ଏଡିଜେ । ୨୦୧୬ରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ୨ ଦାଦନଙ୍କୁ ଅକଥନୀୟ…

ଜେଲରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ…

ଜେଲରେ କଏଦୀର ଆତ୍ମହତ୍ୟା

ଯାଜପୁର: ଜେଲରେ ବିଚାରାଧିନ କଏଦୀର ଆତ୍ମହତ୍ୟା । ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ…

ଜେଲରୁ ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା…

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲରୁ ମୁକୁଳିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଠକେଇ ମାମଲାରେ ଜେଲରେ ଥିବା ଗୋପାଳପୁର ବିଧାୟକ ଜେଲରୁ ମୁକୁଳିଛନ୍ତି । ଝାରପଡ଼ା ଜେଲରୁ ଆଜି ମୁକୁଳିଛନ୍ତି ପ୍ରଦୀପ । ୨୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ପ୍ରଦୀପ । ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନେଇ ତାଙ୍କ…

କଏଦୀଙ୍କୁ ଘାରିଲାଣି କରୋନା ଭୟ

ରାୟଗଡ଼ା: କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଜେଲରେ ରହିଥିବା କଏଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ…

ନୂଆ ଜେଲ ମାନୁଆଲ୍ କାର୍ଯ୍ୟକାରୀ

ଭୁବନେଶ୍ୱର() ସରକାରଙ୍କ ଅନୁମୋଦନ ପରେ ଲାଗୁ ହୋଇଛି ନୂଆ ଜେଲ୍ ମାନୁଆଲ । ସରକାରଙ୍କ ଅନୁମୋଦନ ପରେ ନୂଆ ଜେଲ ମାନୁଆଲ ଲାଗୁ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ଏହି ମାନୁଆଲ । ନୂଆ ମାନୁଆଲରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ଗୁରୁତ୍ୱ…

ଜେଲ ପାଇଁ ନୂଆ ଏସଓପି ଜାରି

ଭୁବନେଶ୍ୱର() ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି । ଜେଲକୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ୧- କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ ପରୀକ୍ଷା କରାଯିବ ୨- ରିମାଣ୍ଡରେ ଅଣାଯିବା ଆଗରୁ…

ଏହି ଜେଲରେ ଜଣେ କଏଦୀ ପାଇଁ ଖର୍ଚ୍ଚ ହୁଏ ୯୩ କୋଟି

କ୍ୟୁବାରେ ଏମିତି ଏକ ଜେଲ୍ ଅଛି ଯେଉଁଠି ଜଣେ କଏଦୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏଥିପାଇଁ ସେଠାର ଜେଲ୍ ବିଶ୍ବର ସବୁଠୁ ବଡ ଜେଲ୍ ବୋଲି କୁହାଯାଏ। ଏହି ଜେଲର ନାଁ ହେଉଛି ଗୁଆତନାମୋ ବେ କାରାଗାର(Guantanamo Bay Jail)। ଏହି ଜେଲରେ ୨ଟି ଗୁପ୍ତ ମୁଖ୍ୟାଳୟ ଓ ତିନୋଟି…