Odia News Portal
Browsing Tag

jajpur

ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ

ଧର୍ମଶାଳା: ମାଫିଆ ପୋଷୁଛି ପ୍ରଶାସନ! ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ । ଖୋଲୁଛି ଟେଣ୍ଡର ଫିକ୍ସିଂର ଗୁମର । ବହୁଚର୍ଚ୍ଚିତ ଧର୍ମଶାଳା ମୂଲ୍ୟବାନ ଖଣିଖାଦାନର ଟେଣ୍ଡର ବାତିଲ କରି ଜିଲ୍ଲା ପ୍ରଶାସନ ଯେଉଁ ଖେଳ ଖେଳିଛି ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଭଲଭାବେ ଦେଖନ୍ତୁ ଏହି…

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।…

ବାପାଙ୍କ ଶୁଦ୍ଧିକ୍ରିୟା ଲାଗି ଯାଇଥିଲେ, ପୁଅ ନଦୀରେ ଭାସିଗଲା

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା କରିବା ଲାଗି ନଦୀକୁ ଯାଇଥିଲେ ଦୁଇଭାଇ । ପାଦ ଖସିଯିବାରୁ ଜଣେ ଭାସିଗଲେ । ଯାଜପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବୁଢ଼ା ନଦୀରେ ଯୁବକ ଭାସି ଯାଇଛନ୍ତି । ଖବର ପାଇ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଶନିବାର…

ମାଛ ବୋଝେଇ ଟ୍ରକ ବ୍ରିଜ୍ ତଳକୁ ଖସିପଡିଲା

ଯାଜପୁର: ଆନ୍ଧ୍ରରୁ ମାଛ ନେଇ ଆସୁଥିଲା ଟ୍ରକ । ବିଜ୍ ତଳକୁ ଖସି ଦୁର୍ଘଟଣାର ଶିକାର ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଲେଇପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆହତ ଡ୍ରାଇଭରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆଜି ଭୋରୁ ମାଛ ନେଇ ଆସୁଥିବାବେଳେ ଏହି…

ରେଳ ଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଯାଜପୁର: ରେଳ ଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଯାଜପୁର ଜିଲ୍ଲା ଧାନ ମଣ୍ଡଳ ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର କରାଯାଇଛି । ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଗୁରୁବାର ସ୍ଥାନୀୟ ଲୋକେ ରେଳ…

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର…

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ୍

ଯାଜପୁର: ବାଲ୍ୟ ବିବାହକୁ ବନ୍ଦ କରିବା ଲାଗି ବାରମ୍ବାର ବାରଣ କରିବା ସହ ସଚେତନ କରାଯାଉଛି । ଶିକ୍ଷିତ ସମାଜରେ ଏଭଳି ଅଶିକ୍ଷିତ କାମ ଆଜି ବି ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରେ ଏଭଳି ବାଲ୍ୟ ବିବାହ ହେଉଥିବାବେଳେ ପହଞ୍ଚିଯାଇଥିଲା ଚାଇଲ୍ଡ ଲାଇନ୍ । ବରକୁ ୧୪ ବର୍ଷ…