Odia News Portal
Browsing Tag

jajpur

ବେଆଇନ କରତ କଳ ଉପରେ ବନ ବିଭାଗର ଅଚାନକ ଚଢ଼ାଉ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଫୁଲୁପୁର(ଢ଼ିଅସାହି) ଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲୁଥିବା ଏକ କରତ କଳ ଉପରେ ଗତକାଲି ବନ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି।ଉକ୍ତ କରତ କଳ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯିବ ସହ ସେଠାରେ…

ଗିରଫ ହେଲା ମଦୁଆ ସ୍ୱାମୀ, ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଦେଉଥିଲା ଧମକ

ଯାଜପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଉଭୟ ଉଭୟଙ୍କ ଉପରେ ବିଶ୍ୱାସ ରହିଥାଏ । ତେବେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଭାଇରାଲ କରାଇବାକୁ ଧମକ ଦେଉଥିଲା ସ୍ୱାମୀ । ଶେଷରେ ଏନେଇ ଅଭିଯୋଗ କରିବା ପରେ ଗିରଫ ହୋଇଛି ମଦୁଆ ସ୍ୱାମୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା…

ସବିତା ରାଉତ ହେଲେ ଯାଜପୁର ଜିଲ୍ଲାର ବିଜେଡ଼ି ମହିଳା ମେର୍ଚ୍ଚା ସଭାପତି

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ସଜବାଜ ହେଉଛନ୍ତି ସମସ୍ତ ଦଳ । ବିଜେଡ଼ି ତାର ଶିବିର ସଜାଇ ସାରିଲାଣି । ନିକଟରେ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା କମିଟି ମଧ୍ୟ ଗଠନ ହୋଇ ସାରିଛି । ଏହାରି ଭିତରେ ରାଜ୍ୟ ବିଜେଡ଼ି ସୁପ୍ରିମୋ…

ଦୁଇ ଶିଶୁଙ୍କୁ ଅନାଥ କରିଦେଲା କରୋନା

ଯାଜପୁର: ଦୁନିଆ କଣ ଜାଣିବା ଆଗରୁ କରୋନା କରିଦେଲା ଅନାଥ । ବାପା ମା ଛେଉଣ୍ଡ ହୋଇଗଲେ ଦୁଇ କୁନି କୁନି ପିଲା । ଜଣେ କୋଳ ଛାଡିନି ଆଉ ଜଣେ ଭଲରେ ଚାଲିବା ଶିଖିନି । ଏମିତିକା ବୟସରେ ବାପା, ମା ଡକାଡକି ହୋଇ ଆରପାରିକୁ ଚାଲିଗଲେ ହେଲେ ଦୁଖ ଦରିଆରେ ଏକା ହୋଇଗଲେ ଏହି ଦୁଇ ଶିଶୁ । ଯାଜପୁର…

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର…

ଜେଲରେ କଏଦୀର ଆତ୍ମହତ୍ୟା

ଯାଜପୁର: ଜେଲରେ ବିଚାରାଧିନ କଏଦୀର ଆତ୍ମହତ୍ୟା । ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ…

ବାଇକରେ ମଦ ଚୋରା ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଧରିଲା ପୋଲିସ

ଯାଜପୁର : ଲକଡାଉନରେ ମାତିଛନ୍ତି ମଦ ମାଫିଆ । ଦୋକାନ ବନ୍ଦ ଥିବାରୁ ଚୋରାରେ ବେପାର କରୁଥିଲେ । ବାଇକରେ ମଦ ନେଇ ଯାଉଥିଲେ ବେପାର କରିବା ଲାଗି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ମାଡ଼ି ବସିଥିଲା । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି…

ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ, ମୃତଦେହ ଉଦ୍ଧାର

ଯାଜପୁର: ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ । ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ସୂଚନାରୁ ପ୍ରକାଶ । ଆଜି ସକାଳେ ଶଙ୍କରାଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ।…

ନାଗିନ୍ ଡ୍ୟାନ୍ସ କଲେ ନିଲମ୍ବିତ ହେଲେ…

ଯାଜପୁର: ତହସିଲଦାରଙ୍କୁ ନାଗିନ୍ ଡ୍ୟାନ୍ସରେ ନାଚିବା ପଡ଼ିଲା ମହଙ୍ଗା । ଭାଇ ବାହାଘରରେ ଧୁମ୍ ନାଚିଲେ । କୋଭିଡ କଟକଣାକୁ ଅବମାନନା କରିଥିବା କାରଣରୁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା । ଭାଇ ବାହାଘରରେ ନାଚିବା ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ…

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ବୋହେ ଛେଚିଲେ ଗାଁ ଲୋକେ

ଯାଜପୁର: ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା । ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ପ୍ରେମିକ ଓ ତାଙ୍କ ସାଙ୍ଗ । ଗାଁଲୋକେ ବୋହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ଯାଜପୁର ଜିଲ୍ଲା ଦଶରତପୁର ବ୍ଲକ ମାନସିଂହପାଟଣା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଉଭୟ ଯୁବକଙ୍କୁ ଅଟକ ରଖି ପଚରା…