Odia News Portal
Browsing Tag

kalia scheme

ଚାଷୀଙ୍କ ଖାତାକୁ ଆସିଲା ‘କାଳିଆ’ ଟଙ୍କା

ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୮୦୪ କୋଟି ଟଙ୍କା ସହାୟତା ଦିଆଯାଇଛି । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର…

ପବିତ୍ର ଅକ୍ଷୟା ତୃତୀୟା: ୪୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଆଜି ପବିତ୍ର ଅକ୍ଷୟା ତୃତୀୟା | ଏହି ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର | ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ | କାଳିଆ ଯୋଜନାରେ ମିଳିବ ଟଙ୍କା | ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି କୁହାଯାଉଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ…

ଚାଷୀଙ୍କ ଖାତାକୁ ଗଲା ୯୧୦ କୋଟି ‘କାଳିଆ ଟଙ୍କା’

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଶୁକ୍ରବାର ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା କିସ୍ତି । ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଦିଆଯାଇଥିଲା। ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର…

ଆଜି ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ ଟଙ୍କା’ପଠାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା ।ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ ସହାୟତା ରାଶି ପ୍ରଦାନ କରିବେ । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ରାଶି…

ଚାଷୀଙ୍କ ଆକାଉଣ୍ଟକୁ ଗଲା ତୃତୀୟ କିସ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…

ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି

ତୃତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଅପରାହ୍ନ ୫ଟାରେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ…

‘କାଳିଆକୁ କେହି ବନ୍ଦ କରିପାରିବେ ନାହିଁ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,( ଚକ୍ରଧର ମାଝି ) : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି…

ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଫେବୃୟାରୀ ୧୫ରେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ସାଢେ ୪ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ହଜାର ଟଙ୍କା ମିଳିବ ବୋଲି କୃଷି ସଚିବ ସୌରଭ ଗର୍ଗ ଆଜି ଏଠାରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ ଆସନ୍ତା ୨୨ରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମିଳିବ ସହାୟତା। କାଳିଆ ଯୋଜନା…

ନବୀନଙ୍କ ‘କାଳିଆ’ ସୁପରହିଟ୍

ଭୁବନେଶ୍ବର (): କାଳିଆ ଯୋଜନାରେ ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ସଂଖ୍ୟକ ସବୁଜ ଫର୍ମ ସଂଗୃହିତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ୧୪,୦୦୦ ରୁ ଅଧିକ ସଂଖ୍ୟକ ଡ଼ିଇଓଙ୍କୁ ବ୍ଳକସ୍ତରରେ…

ଚାଷୀଙ୍କ ନବୀନ ମଲମ “କାଳିଆ”

ଭୁବନେଶ୍ବର () ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଯନା “କାଳିଆ” (Krushak Assistance for Livelihood and Income Augmentation) । କୃଷି ଓ କୃଷକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…