Odia News Portal
Browsing Tag

karlimela

କଲମ ଧରିବା ବୟସରେ ଲଙ୍ଗଳ ଧରୁଛି ଆଦିବାସୀ ଝିଅ

କାର୍ଲିମେଳା: ପାଠ ପଢିବା ବୟସରେ ଲଙ୍ଗଳ ଧରିଲେ ଆଦିବାସି ଝିଅ । ହଳ କରୁଥିବା ଏହି ଝିଅ ଜଣକ ହେଉଛନ୍ତି ମାଲକାନିଗିରି ଜିଲ୍ଲା ତେଗଡା ପଲ୍ଲୀ ଗାଁର ସୋମେ ମାଡି । ବୟସ ମାତ୍ର ୨୦ ବର୍ଷ । ପରିବାର କହିଲେ ମା ଓ ଦୁଇ କୁନି କୁନି ଭାଇ ଭଉଣୀ । ପଢିବାକୁ ଇଛା ଥାଇ ମଧ୍ୟ ସେ ପରିବାର ଦାୟିତ୍ୱରେ…

ରାହା ଖୋଜୁଛନ୍ତି ୪ ଅନାଥ ଭାଇ ଭଉଣୀ

କାର୍ଲିମେଳା: ଚାରି ବର୍ଷ ତଳେ ମାଆ ଆର ପାରିକୁ ଚାଲିଗଲେ । ଆଉ ଠିକ୍ ଏହାର ବର୍ଷ ପରେ ବାପା ମାନସିକ ବିକାରଗସ୍ତହୋଇ କୁଆଡେ ଚାଲିଗଲେ ତାହାର କୌଣସି ଖୋଜ ଖବର ନାହି । ହେଲେ ଘରେ ରହିଗଲେ କେବଳ ୪ ଜଣ ଅନାଥ ଶିଶୁ ଯେଉଁ ମାନେ ଗତ ତିନି ବର୍ଷ ଧରି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ହେଲେ…

ଆଦିବାସୀଙ୍କ କାନ୍ଧ ପାଲଟିଛନ୍ତି ମାଲକାନଗିରିର ଆଶା ଦିଦି ପଦ୍ମା ପାଙ୍ଗୀ

ମାଲକାନଗିରି: ମୁଣ୍ଡ ଉପରେ ଡହଡହ ଖରା । ହାତରେ ଫାଇଲ ଓ ମୁହଁରେ ମାସ୍କ ପିନ୍ଧି କରୋନା ଯୁଦ୍ଧରେ ଜିତିବାକୁ ପ୍ରୟାସ । ଲୋକମାନଙ୍କୁ ସେଚତନ କରିବା ସହ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଆଶା ଦିଦି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳ ଅଣ୍ଡ୍ରାହଲ…

ବେଉସା ବୁଡେଇ ଦେଇଛି ମହାମାରୀ କରୋନା

କାଲିମେଳା: ବେଉସା ବୁଡାଇ ଦେଲା ମହାମାରୀ । ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଲକଡାଉନରେ ହାତ ବାନ୍ଧି ବସିଛନ୍ତି ମାଟି ବିଶ୍ୱକର୍ମା । ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଂଚାୟତ କୁମ୍ଭାରଗୁଡା ଗାଁରେ ବସବାସ କରନ୍ତି ୫୦ରୁ ଅଧିକ କୁମ୍ଭାର ପରିବାର । କିନ୍ତୁ ଲକ୍ ଡାଉନ ଏମାନଙ୍କ ଜୀବନ…