Odia News Portal
Browsing Tag

karnatak

ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ କାଏମ ରଖିଲେ କର୍ଣ୍ଣାଟକ ହାଇକୋର୍ଟ

ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଆସିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣାକୁ ହାଇକୋର୍ଟ କାଏମ ରଖିଛନ୍ତି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ହିଜାବ ଇସଲାମରେ ଅନିର୍ବାଯ୍ୟ ନୁହେଁ ଏବଂ…

ହିଜାବ ମାମଲା: ଓକିଲଙ୍କ ଅଜବ ଯୁକ୍ତି

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନା ନେଉଁନାହିଁ। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମୁସଲମାନ ଛାତ୍ରୀମାନଙ୍କୁ ଅନୁମତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ମାମଲାରେ କୋର୍ଟରେ ଶୁଣାଣି ଜାରି ରହିଛି। ଏନେଇ ଆବେଦକଙ୍କ ଓକିଲ ବିନୋଦ କୁଲକର୍ଣ୍ଣି କୋର୍ଟରେ କହିଛନ୍ତି ଯେ ହିଜାବ…

ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଜାରି

କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ତେବେ ଶୁଣାଣି ପୂର୍ବରୁ ହାଇକୋର୍ଟ ଗଣମଧ୍ୟାମ କୁ ଅପିଲ କରିଛନ୍ତି ଯେ ଏଭଳି ସମ୍ଭେଦନଶୀଳ ମାମଲାରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ୟପଟେ ନିର୍ବାଚନ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ…

କର୍ଣ୍ଣାଟକରେ ହିଜାବ ବିବାଦ

କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ…

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀର ସନ୍ଦେହଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପାଙ୍କ ନାତୁଣୀଙ୍କର ସନ୍ଦେହଜନକ ମୃତ୍ୟୁ । ମାତ୍ର ୩୦ ବର୍ଷୀୟ ସୈନ୍ଦର୍ୟ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଣ୍ଟ୍ରାଲ ବେଙ୍ଗାଳୁରୁର ବସନ୍ତନଗର ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଉଦ୍ଧାର…

କର୍ଣ୍ଣାଟକରେ କଂଗ୍ରେସ ର ପଦଯାତ୍ରା ବନ୍ଦ

କର୍ଣ୍ଣାଟକରେ କଂଗ୍ରେସ ନିଜର ପଦଯାତ୍ରା କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆମେ ଆମର ପଦଯାତ୍ରାକୁ ସ୍ଥଗିତ ରଖୁଛୁ । ସୂଚନା ଅନୁସାରେ, ପଞ୍ଚମ ଦିନରେ ଦଳ ପଦଯାତ୍ରାକୁ ସ୍ଥଗିତ ରଖିବାକୁ…