Odia News Portal
Browsing Tag

Konark

ରଙ୍ଗାରଙ୍ଗ ମାହୋଲରେ କୋଣାର୍କ ମହାତ୍ସବ

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଏବେ ଚଳଚଞ୍ଚଳ । ମୁକ୍ତାକାଶ ଖୋଲା ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ସେପଟେ ରାଜ୍ୟ ପର୍ଯ୍ୟଟକ ବିଭାଗ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା ।…

ବାଣ ଗୋଦାମରେ ବିସ୍ଫୋରଣ

କୋଣାର୍କ: ବାଣ ଗୋଦାମରେ ବିସ୍ଫୋରଣ । ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ଘଟିଛି ଏହି ବିସ୍ଫୋରଣ । ଏଥିରେ କାହାର କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି । ନିଆଁକୁ ଆୟତ୍ତ କରିବାକୁ…

କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଅସହାୟ ଲୋକମାନଙ୍କୁ ରାସନ ବଣ୍ଟନ

ଭୁବନେଶ୍ବର() ଆଜି କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର ପଞ୍ଚାୟତରେ  ଅସହାୟ ଗରିବ ଖଟିଖିଆ ଲୋକମାନଙ୍କୁ ସମସ୍ତ ରାସନ ବଣ୍ଟନ କରାଯାଇଛିି । କଲ୍ୟାଣପୁର ପଞ୍ଚାୟତରେ କଲ୍ୟାଣପୁର ଗାଁ,ନୂଆବନ୍ତ ଗାଁ , ବେଣାଗାଡ଼ିଆ ଗାଁ, ଗୋପନପୁର,…