Odia News Portal
Browsing Tag

koraput

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ…

ସୁନା ଚୋରି ମାମଲାରେ କୋରାପୁଟର ଜଣେ ଆଇଆଇସି ନିଲମ୍ବିତ

ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ । ସୂଚନା ଦେଲେ କୋରାପୁଟ ଏସପି । ସୁନା କ୍ରୟକାରୀଙ୍କ ପଳାୟନରେ ଆଇଆଇସିଙ୍କ ଭୂମିକା ଥିବା ଅଭିଯୋଗରେ ତାଙ୍କ…

କୋରାପୁଟ ଜିଲ୍ଲାର ୩ ନେତା ମିଶିଲେ ବିଜେଡିରେ

ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଜଣ ବଡ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ମିଶିଛନ୍ତି। ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର…

ବ୍ୟାଙ୍କରୁ କୋଟି କୋଟି ଟଙ୍କାର ସୁନା ଲୁଟ୍

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଲୁଟ୍ । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଅଭିଯୋଗ । ସୂଚନାଅନୁସାରେ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ଜଡିତ ଅଛନ୍ତି । ପ୍ରାୟ ୧କେଜି ୬୧୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ…

ପ୍ରେମିକକୁ ଫସାଇବାକୁ ଯାଇ ଫସିଲା ଭାଇ

କୋରାପୁଟ:ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗ ସାମ୍ମାକୁ ଆସିଛି । । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ଯୁବତୀଙ୍କ ଭାଇ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ…

ଘରେ ପଶି ଦୁଷ୍କର୍ମ ଅଭିଯୋଗ

ଘରେ ପଶି ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବତ୍ତ । ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ । ଅଭିଯୋଗ ଅନୁସାରେ, ୨୪ ତାରିଖ ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ…

କୋରାପୁଟରୁ ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଲମତାପୁଟ ସଗର…

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଛାଡ଼ିଲେ ମାଓ ଶିବିର । ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କଲେ ଆତ୍ମସମର୍ପଣ । ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨ ହାର୍ଡକୋର ମହିଳା ମାଓବାଦୀ । ରାଜ୍ୟରେ ଏବଂ ବାହାରେ ଘଟିଥିବା ବହୁ ମାଓ ଅଘଟଣରେ ଉଭୟ ସମ୍ପୃକ୍ତ ଥିଲେ । ତେବେ ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ…

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । …

କୋଟିଆରେ ପ୍ରକଳ୍ପ ଭିତ୍ତି ପକାଇଲା ଆନ୍ଧ୍ର

କୋରାପୁଟ: କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫଟୁସିନେରୀ ପଂଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି । ଫଗୁ ସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର…