Odia News Portal
Browsing Tag

latest news

ରାଜ୍ୟରେ ୧୦୦ଟି ପର୍ଯ୍ୟଟନ ସ୍ଥଳୀରେ ବୋଟିଂ ସୁବିଧା ଲାଗି ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ। ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ…

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ନୂଆଦିଲ୍ଲୀ: ଆଜି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବ । ତେବେ ଏହା ପୂର୍ବରୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ପିଟିଆଇ ସୂତ୍ରରୁ ଏହି ଖବର ମିଳିଛି । ତେବେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କେତେଜଣଙ୍କୁ ସ୍ଥାନ ମିଳିବ ଓ କାହାକୁ…

ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ଖବର ମଧ୍ୟରେ ଆଉ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଡିଏ ନେଇ ବଡ ନିଷ୍ପତ୍ତି ହୋଇପାରେ । କହିରଖୁଛୁ, ମହାମାରୀ କରୋନା…

ରଥଯାତ୍ରା ଲାଗି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ଘୋଷଯାତ୍ରା । ଆଜି ଏଭଳି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବା ନେଇ କରାଯାଇଥିଲା ଏକାଧିକ ଆବେଦନ । କେନ୍ଦ୍ରାପଡ଼ା, ନୀଳଗିରି ଓ ଭଟଲୀରେ ରଥଯାତ୍ରା ଆୟୋଜନ…

ଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ କଲେଜ ସବୁ ବନ୍ଦ ରହିଛି । କର୍ମଚାରୀମାନେ କଲେଜ ଆସୁ ନାହାଁନ୍ତି । ତେବେ ଏଥରକ କଲେଜ ଆସିବେ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ ୭ ତାରିଖରୁ…

ଅକ୍ଟୋବର-ନଭେମ୍ବର ବେଳକୁ କରୋନାର ତୃତୀୟ ଲହର ଆସିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି ।…

ରାଜ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଯୁଗ୍ମ ସଚିବ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଯୁଗ୍ମ ସଚିବ । ଆଜି ଭୁବନେଶ୍ୱରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ…

ଏଣିକି ଡ୍ରାଇଭିଂ ଲାଇସେନ୍ସ ଲାଗି ଦେବାକୁ ପଡ଼ିବନି ଟେଷ୍ଟ

ଭୁବନେଶ୍ୱର: ଏଣିକି ଆଉ ଆପଣଙ୍କୁ ଆରଟିଓ ଅଫିସକୁ ଯାଇ ଟେଷ୍ଟ ଦେବାକୁ ପଡ଼ିନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନାହିଁ । ବିନା ଟେଷ୍ଟରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମକୁ ଜୁଲାଇ ମାସରୁ ପରିବର୍ତ୍ତନ…

ବର୍ଷକରେ ୧୬୦ ମାଓବାଦୀ ମୃତ

ଭୁବନେଶ୍ୱର: ଗୋଟିଏ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଏଭଳି ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କମିଟି । କରୋନାରେ ଟପ୍ ମାଓନେତା ହରି ଭୂଷଣଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ହରି ଭୂଷଣ ନାଁରେ ୪୦ ଲକ୍ଷ ଟଙ୍କାର ପୁରଷ୍କାର…

ମହାମାରୀରେ ଖାଦ୍ୟ ସାମଗ୍ରୀ ଉପରେ ମହଙ୍ଗା ମାଡ଼

ଭୁବନେଶ୍ୱର: ଗୋଟିଏ ପଟେ କରୋନା, ଅନ୍ୟପଟେ ମହଙ୍ଗା ମାଡ଼ । ଆକାଶ ଛୁଇଁଛି ଖାଦ୍ୟ ଦର । ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛି ଗରିବ । ମହାମାରୀ ଯୋଗୁ ଜୀବିକା ଯାଇଛି । ଗରିବ ଆହୁରି ଗରିବ ହୋଇଯାଇଛି । ଆୟ ନ ଥିବାରୁ ଭୋକରେ ଆଉଟୁ ପାଉଟୁ ହେବା ଛଡ଼ା ଉପାୟ ନାହିଁ । ସମଗ୍ର ବିଶ୍ୱରେ…