Odia News Portal
Browsing Tag

latest news

ବିବାହର ୧୫ ବର୍ଷ ପରେ ଅମୀର ଓ କିରଣଙ୍କ ଛାତ୍ରପତ୍ର

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ଛାଡପତ୍ର ଘୋଷଣା କରିଛନ୍ତି। ଅମିର ଖାନ ଏବଂ କିରଣ ରାଓ ମିଳିତ ବିବୃତ୍ତି ଜାରି କରି ସେମାନଙ୍କ ଛାଡପତ୍ର ଖବର ବାଣ୍ଟିଛନ୍ତି। ଅମିର ଏବଂ କିରଣଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଚକିତ କରିଛି। ଆମୀର ଖାନ…

୧୨ରୁ ଉର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ମିଳିବ ଟିକା!

ଭୁବନେଶ୍ୱର: ଦେଶରେ ଜାରି ରହିଛି ଟିକାକରଣ । ସମସ୍ତ ବର୍ଗର ଲୋକଙ୍କ ଟିକା ଦେବା ଲାଗି ଜାରି ରହିଛି ପ୍ରୟାସ । ତେବେ ଖୁବଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ତେବେ ଏହି ଟିକାକରଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା । ଡିସିଜିଆଇକୁ ଜରୁରୀକାଳିନ ଅନୁମତି…

ଭୁଲ୍‌ କାହାର ?

ଭୁବନେଶ୍ୱର: ମାଟ୍ରିକ, ମୂଲ୍ୟାୟନ, ମନମାନି । ଭୁଲ କାହାର ଦଣ୍ଡ ପାଉଛି କିଏ ? ଭୁଲ୍ ଥିଲାକି ବିନା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପଦ୍ଧତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ଅସନ୍ତୋଷ କୁହୁଳିଛି ତାହା ପୂରା ବ୍ୟବସ୍ଥାର ଢିଲା…

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ

ପୁରୀ: ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରେ ପରମ୍ପରା କ୍ରମେ ବଡ ଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଲାଗି ହେବ । ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ ହେଉଛନ୍ତି…

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି…

ଅଗ୍ନି-୧ ପ୍ରାଇମର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଅଗ୍ନି-୧ ପ୍ରାଇମ ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ । ଚାନ୍ଦିପୁର ୪ନଂ ଲଞ୍ଚପ୍ୟାଡ୍ରୁ ୧୦.୫୫ ମିନିଟ୍ରେ ପରୀକ୍ଷଣ କରାଯାଇଛି । ଲକ୍ଷଭେଦ କ୍ଷମତା ହଜାରେରୁ ଦେଢ଼ ହଜାର କିଲୋମିଟର । ହଜାର କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହା ପୂର୍ବରୁ ଭାରତୀୟ ସେନାର…

ଏଥର କୌଣସି ସ୍କୁଲ ରେଜଲ୍ଟ ଶୂନ ହୋଇନାହିଁ

କଟକ: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ରେଜଲ୍ଟ । ମୋଟ ୫,୭୪,୧୨୫ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୫,୬୨,୦୧୦ ଜଣ ପାସ କରିଛନ୍ତି । ଏଥର କୌଣସି ସ୍କୁଲ ରେଜଲ୍ଟ ଶୂନ ହୋଇନାହିଁ ୭୭୦୩ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି ।…

ଆସୁଛି ତ୍ରୈଲୋକ୍ୟଙ୍କ ଆଉ ଏକ ନୂଆ ଗୀତ

ଭୁବନେଶ୍ୱର: ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୁଁ କଣ ଶୁଣିଲେ ଯେ ଏଇ ସ୍କୁଲ ଉଠି ଯାଉଛି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟଙ୍କ ଏହି ବାଇଟ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଡାଇଲକକୁ ନେଇ ଗୀତ ମଧ୍ୟ…

ସୋନୁଙ୍କୁ ପ୍ରେମିକା ଲାଗି ଆଇଫୋନ ମାଗିଲେ ଯୁବକ

ମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ ଯୁବକ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟର ଲଡକା ନାମକ ଜଣେ ୟୁଜର୍ସ ସୋନୁଙ୍କ ଲେଖିଛନ୍ତି…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବା ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଓ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। ଦେଶବ୍ୟାପୀ ତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ବିବ୍ରତ ରାମଦେବ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ବୁଧବାର ଏକ ଯାଚିକା ମାଧ୍ୟମରେ…