Odia News Portal
Browsing Tag

latest news

ଗମ୍ଭୀର ହେଉଛି ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: ଭାରତରେ କୋଇଲା ଅଭାବ ହେତୁ ବିଦ୍ୟୁତ୍ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କରୋନା ମହାମାରୀ ପରେ ବର୍ତ୍ତମାନ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି। ଫଳସ୍ୱରୂପ, କୋଇଲାରୁ ଉତ୍ପାଦିତ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଅନ୍ୟପଟେ କୋଇଲା ଭିତ୍ତିକ ତାପଜ…

ସୀମା ବିବାଦ ନେଇ ଆଜି ଭାରତ-ଚୀନ୍ ଆଲୋଚନା

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଆଉ ଏକ ରାଉଣ୍ଡ ସ୍ତରୀୟ ଆଲୋଚନା ହେବ। ଏଥିରେ ପୂର୍ବ ଲଦାଖର ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଅଗ୍ରଗତି ଉପରେ ଫୋକସ୍ କରାଯିବ । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋ ସୀମାରେ…

ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ…

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। …

ଏସିଏଫ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ ପରେ ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟଙ୍କ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ଆଜି କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ କରିଛି । ମୃତ୍ୟୁ ହୋଇଥିବା ସ୍ଥାନ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ଘର ଭିତରେ ଘଟିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ…

ବନ୍ଧାହେଲା ଧୋକାବାଜ ପ୍ରେମିକ

ଦେବଗଡ଼: ବିବାହ କରିବାର ମିଛ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା ପ୍ରେମିକ । ଏପରିକି ଶାରିରୀକ ସମ୍ପର୍କ ରଖିବା ପରେ ଅଧା ବାଟରେ ଛାଡ଼ି ଚାଲିଯାଇଥିଲା । ଥାନାରେ ଅଭିଯୋଗ କରିବା ପରେ ଗିରଫ ହୋଇଛି ଧୋକାବାଜ ପ୍ରେମିକ । ରିଆମାଳ ଥାନା ତେଲିମୁଣ୍ଡା ଗାଁରୁ ଆସିଛି…

ଆଉଟସୋର୍ସିଂରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମିଳୁନି ଇପିଏଫ୍ ସୁବିଧା, ସଂସ୍ଥା-ବାବୁ ମିଲିଭଗତ

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ଚାକିରି । ଦରମା ବି କିଛି କମ୍ ନୁହେଁ । ବ୍ୟାଙ୍କ୍ ଆକଉଣ୍ଟକୁ ପ୍ରତିମାସରେ ମୋଟା ରକମର ଦରମା ଆସୁଛି । ହେଲେ ବ୍ୟାଙ୍କରୁ ଋଣ ପାଇଁ ଗଲେ ଫେରାଇ ଦିଅ।।ଯାଉଛି । ଏହାର କାରଣ ହେଉଛି ଆଉଟସୋର୍ସିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀଙ୍କର ଇପିଏଫ୍ କଟୁନାହିଁ…

ଖୋଲିପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ

ବନେଶ୍ୱର: ଆଉ ଅଳ୍ପ ସମୟ ପରେ ଗଣଶିକ୍ଷା ସଚିବଙ୍କ ପ୍ରେସମିଟ୍ । ଅପରାହ୍ନ ସଢ଼େ ୪ଟାରେ ପ୍ରେସମିଟ୍ ହେବା ନେଇ ସୂଚନା । ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ସହ ପାଠପଢ଼ା ଆରମ୍ଭ ହେବ ସୂଚନା ମିଳିଛି । …

ଆଗାମୀ ୫ଦିନ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ ଷ୍ଟ୍ରମ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦନି ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୧୮ ଓ ୧୯ ବେଳକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ଥିବାବେଳେ ସମଗ୍ର ରାଜ୍ୟରେ ବଜ୍ରପାତ ସହିତ ବର୍ଷା ହେବ ଓ ଗୋଟିଏ ଦୁଇଟି ସ୍ଥାନରେ…

ପଢ଼ନ୍ତୁ କଣ ରହିଛି ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଆସିଲା ନୂଆ ଗାଇଡ୍ ଲାଇନ୍ । ଅଗଷ୍ଟ ୧ ଯାଏଁ ଆଶିଂକ ଲକଡାଉନ ରାଜ୍ୟରେ ଜାରି ରହିବ । ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ କଣ ଖୋଲା ଏବଂ କଣ ବନ୍ଦ କାଟେଗୋରୀ ଏରେ ୨୦ ଓ ବିରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ରହିବ କାଟେଗୋରୀ ଏରେ ରାତି ୮ଟା ଯାଏ ଖୋଲିବ…

ଖୋଲିବ ସ୍ପା ଏବଂ ଜିମ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ପା ଏବଂ ଜିମ୍ ଖୋଲାଯିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ତେବେ କୋଭିଡ୍ କଟକଣାକୁ ମାନି ଖୋଲିବା ନେଇ ସୂଚନା ଦିଆଯାଇଛି । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆଉଟ ଡୋର ଏବଂ ଇନଡୋର ସୁଟିଂ ଲାଗି ଅନୁମତି…