Odia News Portal
Browsing Tag

latest news

ଲଭ୍‌- ସେକ୍ସ ପରେ ଧୋକା ଦେଲା ପ୍ରେମିକ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ପୁଣି ପ୍ରେମ ଶବ୍ଧରେ ଲାଗିଲା କଳଙ୍କର ଛିଟା । ଲଭ-ସେକ୍ସ ପରେ ଧୋକା ଦେଲା ପ୍ରେମିକ । ଏପରିକି ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିବା ବେଳେ ଭାଙ୍ଗି ଦେଇଛନ୍ତି ବେଇମାନ ପ୍ରେମିକ । ଶେଷରେ ପରିବାର ଲୋକଙ୍କ ଗାଳି ସହି ନପାରି ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ ।…

ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା…

ଆଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ…

ଅଚିହ୍ନ। ପରିଚୟ ଦେଲା ନିଆରା ସମ୍ପର୍କର ଠିକଣା

ପୁରୀ: ପାଲବନ୍ଧା ଝୁମ୍ପୁଡି ଘର । ଘରେ ନିଜେ ରହିବାକୁ ଯାଗା ନାହିଁ । ତଥାପି ଜଣେ ହଜିଯାଇଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରଲୋକ ପରି ରଖିଛନ୍ତି ଜଣେ ଯୁବକ । ନାଁ ତାଙ୍କର ବିଶ୍ୱନାଥ ସାମନ୍ତରାୟ । ଘର ପୁରୀ ସହରର ବାଲି ଉପର ରାମ ଚଣ୍ଡୀ ସାହିରେ । ପେଷାରେ ବିଶ୍ୱନାଥ ଜଣେ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୮ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୫ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଦୀର୍ଘ ୮୧ ଦିନ…

ଜେଲରୁ ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

କନ୍ଧମାଳ: ରଜ ସଂକ୍ରାନ୍ତିରେ ଆସିଲା ଦୁଃଖଦ ଖବର । ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ । ଡ୍ୟୁଟି ସମୟରେ ଟଳି ପଡ଼ିଲେ ଯାବନ । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ…

ଖୁବଶୀଘ୍ର ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ

ଭୁବନେଶ୍ୱର: କରୋନା ଭୂତାଣୁର ଘନତ୍ୱ ଜାଣିବା ଲାଗି ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ । ଭାଇରସ କେତେ ଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ଏହି ସର୍ଭେ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସାରା ବିଶ୍ୱକୁ କବଳିତ କରିଛି କରୋନା ଭାଇରସ । ପ୍ରତିଦିନ ଏହି…

୬ଟି ରାଜ୍ୟରେ ୧୦୦ଟଙ୍କା ଉପରେ ରହିଛି ପେଟ୍ରୋଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପ୍ରାକୃତିକ ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବେଲାମ ହେବାରେ ଲାଗିଛି । ଦେଶରେ ୬ଟି ରାଜ୍ୟରେ ୧୦୦ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଏହି ୬ଟି ରାଜ୍ୟ ହେଲା ମହାରାଷ୍ଟ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଲଦାଖର କିଛି…

ଟୀକା ନଷ୍ଟ ନେଇ ଚିନ୍ତାରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଟିକା ଅଭାବରୁ କିଛି ରାଜ୍ୟରେ ୧୮ ବର୍ଷ ଉପର ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବାରେ ବିଳମ୍ବ ହେଉଥିବା ବେଳେ ଭ୍ୟାକ୍‌ସିନ୍‌ ନଷ୍ଟ କରିବାର ହାର ବଢ଼ିବାରେ ଲାଗିଛି । ଅନ୍ୟପଟେ ବିଭିନ୍ନ ରାଜ୍ୟର ସରକାର ରାଜ୍ୟବାସୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଆଉ…