Odia News Portal
Browsing Tag

latest odia news

ମହିଳା ବିଶ୍ବକପ୍ ଟି-୨୦ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଜେମିମା ରଡ୍ରିଗ୍ବେଜ ଓ ରିଚା ଘୋଷଙ୍କ ଅବିଭାଜିତ ୫୮ ରନ୍‌ର ଭାଗୀଦାରି ବଳରେ ଭାରତ ୭ ୱିକେଟ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ…

କଂଗ୍ରେସ ପାଖରେ ଭିଜନ ନାହିଁ କି ବିକାଶ ପାଇଁ କୌଣସି ଲକ୍ଷ୍ୟ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗେହଲଟଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପାଖ୍ୟାନ, ଉଠାଇଲେ ୪୦ ବର୍ଷ ପୁରୁଣା କଥା ।ରାଜସ୍ଥାନରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି କଂଗ୍ରେସକୁ ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି । ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନରେ…

ଆଜି ରେଡିଓ ଦିବସ

ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ‌ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍‌, ଟ୍ୟାବ୍‌, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ ଶୁଣିବାର ‌ନିଆରା ସଉକ ଏବେ ବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ…

ଅସ୍ତବ୍ୟସ୍ତ କଲାଣି ଫେବ୍ରୁଆରି ଖରା

ବସନ୍ତ ଚାଲିଛି, କିନ୍ତୁ ରାଜ୍ୟର କୌଣସି ସ୍ଥାନରେ ଏହାର ଚିହ୍ନବର୍ଣ୍ଣ ନାହିଁ। ମାଘ ସରୁ ସରୁ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ, ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଗତ ୪ ଦିନ ହେଲା ରାଜଧାନୀର ଖରା‌ବେଳିଆ ଗରମ ଲୋକଙ୍କୁ ଡରାଇଲାଣି। ବୁଧବାର ଓ ଗୁରୁବାର ଭୁବନେଶ୍ବରର ସର୍ବୋଚ୍ଚ…

ଫିରିଙ୍ଗିଆରୁ ବିପୁଳ ପରିମାଣର ବିୟର ଜବତ

ଫିରିଙ୍ଗିଆ ପୁଲିସ ଏକ ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସର ବିୟର ଜବତ କରିଛି। ଏହା ସହ ଏଥିରେ ସପ୍ରୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳ ର ସ୍ବାଧିନ ସାହୁ ଓ ଚେମୁର ବେହେରା ଏକ ଇଣ୍ଡିଗୋ କାର ଯୋଗେ…

ଓଏସସିବି ନିର୍ବାଚନ:ଅମ୍ବିକା ପ୍ରସାଦ ଦାସଙ୍କ ହାଟ୍ରିକ୍

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ପରିଚାଳନା ପରିଷଦକୁ ତୃତୀୟ ଥର ଲାଗି ନିର୍ବାଚିତ ହୋଇ ହାଟ୍ରିକ କରିବାରେ ସୌଭାଗ ଅର୍ଜନ କରିଛନ୍ତି ।ବରିଷ୍ଠ ସମବାୟବିତ୍ ତଥା ସାମ୍ବାଦିକ ଅମ୍ବିକାପ୍ରସାଦ ଦାସ । ଶ୍ରୀ ଦାସଙ୍କ ବିଜୟ ନେଇ ନିର୍ବାଚନ ଅଧିକାରୀ ଶନିବାର ଦିନ ବିଧିବଦ୍ଧ ଘୋଷଣା କରିଛନ୍ତି ।…

ପେଟିଏମ କୁ ବିକିଲା ଆଲିବାବା, ୩.୧୬ ପ୍ରତିଶତ ଅଂଶଧନକୁ ୧୩୬୦୦କୋଟିରେ ବିକିଲା

ପେଟିଏମ୍‌ର ମୂଳ କମ୍ପାନି ୱାନ୯୭ କମୁନିକେସନ୍ସ ଲିମିଟେଡ (ଓସିଏଲ)ରୁ ଚୀନ କମ୍ପାନି ଆଲିବାବା ସଂପୂର୍ଣ୍ଣ ରୂପେ ଓହରି ଯାଇଛି। ପୂର୍ବରୁ କମ୍ପାନି ଜୋମାଟୋ ଏବଂ ବିଗବାସ୍କେଟରୁ ଅଂଶଧନ ବିକ୍ରି କରିଦେଇଥିବାବେଳେ ଏବେ ପେଟିଏମରୁ ମଧ୍ୟ ଅଂଶଧନ ବିକ୍ରି କରିଦେଇଛି।ପେଟିଏମରେ ଥିବା ୩.୧୬…

ତୁର୍କୀ ବିପର୍ଯ୍ୟୟ : ୫ଦିନ ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ୨ ମାସର ଶିଶୁ

ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜ୍ଝ ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା…

ଖୋଲାଚାଲିଛି ସୁକନ୍ୟା ସମୃଦ୍ଧି ଖାତା:୨ଦିନରେ ୧୦ ଲକ୍ଷ

ଭାରତୀୟ ଡାକ ବିଭାଗ ଦ୍ୱାରା ଦୁଇ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ସାଧାରଣତଃ ପ୍ରତିବର୍ଷ ଡାକ ବିଭାଗ ଦ୍ୱାରା ହାରାହାରି ୩୩ ଲକ୍ଷ ସୁକନ୍ୟା ସଂମୃଦ୍ଧି ଖାତା ଖୋଲାଯାଇଥାଏ। ବିଗତ ଆଠ ବର୍ଷ ମଧ୍ୟରେ ସମୁଦାୟ ୨.୭ କୋଟି ସୁକନ୍ୟା ସମୃଦ୍ଧି ଖାତା…