Odia News Portal
Browsing Tag

latest odia news

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ…

ସିଡ୍-କିଆରା ରିସେପସନରେ ଅନେକ ସିନେତାରକାଙ୍କ ସହ ଯୋଗଦେଲେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଗତ ୭ ତାରିଖରେ ରାଜସ୍ଥାନ ଜୟସାଲେମର୍ସ୍ଥିତ ସୂର୍ୟ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ଗତକାଲି ସେମାନେ ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲରେ ଭୋଜି ଦେଇଥିବା ବେଳେ ଏହି ଭୋଜିରେ…

‘ପିଚ୍କୁ ଦୋଷ ନ ଦେଇ ବ୍ୟାଟିଂରେ ଧ୍ୟାନ ଦିଅ’ : ଅଷ୍ଟ୍ରେଲିଆ ଦଳକୁ ଚାପେଲଙ୍କ ପରାମର୍ଶ

ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଛି। ସ୍ପିନ ଉପଯୋଗୀ ପିଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ। ଭାରତରେ ଅତ୍ୟାଧିକ ସ୍ପିନ ଉପଯୋଗୀ ପିଚ୍…

ଲାଇସେନ୍ସ ନଥାଇ ଅନଲାଇନରେ ଔଷଧ ବିକ୍ରି କରୁଥିବା ଫାର୍ମାସିଙ୍କୁ ନୋଟିସ ଜାରି

ଲାଇସେନ୍ସ ନଥାଇ ଅନଲାଇନ୍‌ରେ ଔଷଧ ବିକ୍ରି କରୁଥିବା ୨୦ଟି ସଂସ୍ଥାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନୋଟିସ୍ ଜାରି କରି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ବିନା ଲାଇସେନ୍ସରେ ଅନଲାଇନ୍‌ ଔଷଧ ବିକ୍ରିକୁ ନିଷିଦ୍ଧ କରିବା ଲାଗି ୨୦୧୮ ଡିସେମ୍ବର ୧୨ରେ ଦିଲ୍ଲୀ…

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ। ପୂର୍ବାହ୍‌ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ…

ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରିବ ସେବି

ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରାଯିବ। ଅତୀତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଏବଂ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍କୁ ନେଇ ଘଟିଥିବା ଘଟଣା ପରେ ଏହି ଶିଳ୍ପରେ…

ଆଜି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତା ପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ…

ଫେରିଲା ଗୋପାଳ, ଖାଲି ରିପୋର୍ଟ କୁ ଅପେକ୍ଷା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ…

ଅଷ୍ଟ୍ରେଲିଆ ବଦଳାଇବ ଟିମ, ହୋଇପାରେ କୁନମ୍ୟାନଙ୍କ ପଦାର୍ପଣ

ଭାରତ-ଅଷ୍ଟ୍ରେଲିଆ, ନାଗପୁର ଟେଷ୍ଟକୁ ପାଳି ବ୍ୟବଧାନରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାମହାତୀ ସ୍ପିନର୍ ମାଥ୍ୟୁ କୁନମ୍ୟାନ୍ଙ୍କୁ ଦଳ ତୁରନ୍ତ ଡାକିଛି। ନାଗପୁରରେ ଖେଳିନଥିବା ଅନ୍ୟତମ ବାମହାତୀ ସ୍ପିନର୍ ଅଷ୍ଟନ ଆଗରଙ୍କ ସହ ସେ ସାମିଲ ହେବେ।…

ଆଇସିସି ମହିଳା ବିଶ୍ବକପ୍ ଟି-୨୦ : ଶ୍ରୀଲଙ୍କାର କ୍ରମାଗତ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ…