କର୍ଣ୍ଣାଟକର ପ୍ରଥମ ଏମବିଏ ଟ୍ରାନ୍ସଜେଣ୍ଡରଙ୍କ ନିବେଶରେ ଚାଲିଛି ନାଇଟ୍ ଫୁଡ୍ ଷ୍ଟଲ
କର୍ଣ୍ଣାଟକର ତିନିଜଣ ଟ୍ରାନ୍ସଜେଣ୍ଡର ମିଶି ଏକ ଖାଦ୍ୟ ଷ୍ଟଲ୍ ଖୋଲିଛନ୍ତି, ଯାହା କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତି ଯାଏ ଚାଲିଥାଏ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ସହରରେ ଏହା ହେଉଛି ପ୍ରଥମ ଖାଦ୍ୟ ଷ୍ଟଲ୍ ଯାହା ସାଧାରଣତଃ, ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବେଶି!-->…
