Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
ଯାତ୍ରୀବାହୀ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ
ନବରଙ୍ଗପୁର: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ।ଆନ୍ଧ୍ରର ସୋମପେଟାରେ ଘଟିଛି ଏହି ସାଙ୍ଘାତିକ ବସ ଦୁର୍ଘଟଣା। ଆଜି ଭୋରରେ ଯାତ୍ରୀବାହୀ ବସ ସହିତ ଟ୍ରକ୍ ମୁହାଁମୁହିଁ ହୋଇଛି। ମୁହାଁମୁହିଁ ହେବା ଫଳରେ ପବସଟି ପୁରା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା!-->…
ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…
ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।!-->…
ଜଳୁଛି ଗଡଖୋର୍ଦ୍ଧା ଜଙ୍ଗଲ
ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ରହିଥିବା ସମୟରେ ସହରୀ ଜଙ୍ଗଲରେ ଲାଗିଛି ନିଆଁ । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି ।
Barunei Temple!-->!-->!-->…
ଆଉ ୭୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା!-->…
ସଂଗୀତ ନିର୍ଦ୍ଦେଶକ ହତ୍ୟା ପଛରେ ପୂର୍ବ ଶତ୍ରୁତା: ସିପି
୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ
ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ହେବ ନାହିଁ ସିଲ୍: ବିଏମସି
ଭୁବନେଶ୍ୱର: ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ସିଲ୍ ହେବ ନାହିଁ । ଘର ସିଲ୍ ହେବା ଖବର ସମ୍ପୂର୍ଣ୍ଣ ମିଛ । ଏଭଳି କୌଣସି ଚିଠି ବିଏମସି ପକ୍ଷରୁ ଜାରି କରାଯାଇନାହିଁ ବୋଲି କହିଛନ୍ତି ବିଏମସି ରେଭେନ୍ୟୁ ଡେପୁଟି କମିଶନର, ଶ୍ରୀମନ୍ତ ମିଶ୍ର ।
ସେ କହିଛନ୍ତି ଯେ, ଜନସାଧାରଣ ବ୍ୟସ୍ତ ହେବା!-->!-->!-->…
ଜିରୋ ଇନଫେକସନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦!-->…
୧୩ବର୍ଷ ତଳ ହତ୍ୟାକାଣ୍ଡର ଫିଟିଲା ଗୁମର
ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ଆଉ ଏକ ସଫଳତା । ୧୩ବର୍ଷ ତଳର ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଛି ପୋଲିସ । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି!-->!-->!-->…
ଗାନ୍ଧୀଙ୍କ ସ୍ମୃତିରେ ୨୮ଲକ୍ଷର ପାର୍କ ନିର୍ମାଣ
କଟକ: ମହାତ୍ମା ଗାନ୍ଧୀଙ୍କ ଶତବର୍ଷ ପୂର୍ତ୍ତିକୁ ନେଇ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ଏହାକୁ ସ୍ମରଣୀୟ କରିବାକୁ କଟକରେ!-->…
