Odia News Portal
Browsing Tag

latest odia news

ସାଇବର ଠକେଇରେ ଲାଗିବ ରୋକ୍

ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି

ବିଷ୍ଣୁପଦ ସେଠୀଙ୍କୁ ନୋଟିସ

ଭୁବନେଶ୍ୱର : ଓମ୍‌ଫେଡ୍‌ ଦୁର୍ନୀତି ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ନୋଟିସ । ଓମ୍‌ଫେଡ୍‌ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି | ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ

ଡବଲ୍ ମର୍ଡର: ସପ୍ତମ ଅଭିଯୁକ୍ତ ଗିରଫ

କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଡବଲ୍ ମର୍ଡର ଘଟଣାରେ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯାହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ଆଉ ଜଣଙ୍କ ଗିରଫଦାରୀ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ସୂଚନା ଦେଇଛି | ଗତକାଲି

ଭୋକିଲା ପେଟକୁ ଦାନା ଯୋଗାଇବ ଅନ୍ନପୂର୍ଣ୍ଣା

ଭୁବନେଶ୍ୱର: ଏଣିକି ରାଜଧାନୀରେ କେହି ଭୋକରେ ଶୋଇବେନି । ରାସ୍ତାକଡରେ କେହି ଅଖିଆ ରହିବେନି । ଭୋକିଲା ପେଟରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଖରେ ଖାଇବା ପହଞ୍ଚାଇବା ଅନ୍ନପୂର୍ଣ୍ଣା । କ୍ଷୁଧାମୁକ୍ତ ଓଡିଶା ପାଇଁ ଆଜି ଲୋକାର୍ପିତ ହୋଇଛି ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ । ଭୁବନେଶ୍ୱର

ଏଏନଏମ୍ ଧାରଣା ପଛରେ ବଡ଼ ଧରଣର ରାକେଟ୍,୩ ଗିରଫ

ଭୁବନେଶ୍ୱର : ଏଏନଏମ ଧାରଣା ପଛରେ ରହିଛି ବଡ଼ ଧରଣର ରାକେଟ । ଲୋୟର ପିଏମଜିରେ ଧାରଣାରତ ଏଏନଏମକର୍ମୀଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଛନ୍ତି ଦଲାଲ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।। ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ

ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର : ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗର ଶୁଣାଣି । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।

୧୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜ୍ୟରେ ଏବେ ବଢିଛାଲିଛି ବ୍ରାଉନସୁଗାର କାରବାର । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଅନୱର ନିକଟରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନସୁଗାର ସହ ବାଇକ ମଧ୍ୟ ଜବତ ହୋଇଛି ।

ଆଉ ଜଣଙ୍କ ଜୀବନ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ୨୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୧୫୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା