Odia News Portal
Browsing Tag

latest odia news

ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ ଆତଙ୍କ

କେରଳ : ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ । ଦେଶର ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ | ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ତେବେ କେରଳ

ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ୩ଟା ନୋଟ୍ ବଣ୍ଡଲ ‌। ଏହି ନୋଟ୍ କାହାର ? ନୋଟ୍‌ ଅସଲି କି ନକଲି, ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ନୋଟ୍ ପଡ଼ିଥିବା ସ୍ଥାନରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ସୂଚନାନୁଯାୟୀ, ଆଜି ଗଙ୍ଗନଗର

ପରୀ ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରୋଜର ପରିବାର ଲୋକ । ଆଜି

ଡବଲ ମର୍ଡର ଘଟଣାରେ ୪ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍‌ । ସିନ୍ ରିକ୍ରିଏସନ୍ ବେଳେ ପୁଲିସ୍‌ ଗୋଟିଏ ଖଣ୍ଡା ଜବତ କରିଛି। ସୂଚନାନୁଯାୟୀ , ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ

ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ଟିକା ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସ ସୁଦ୍ଧା ଓଡିଶାରେ କରୋନା ଟିକା ପହଁଚିବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ

ଜଗତସିଂହପୁର : ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଆଜି ସକାଳେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଗୁଳିରେ ଗୁରୁତର ହୋଇପଡ଼ିଛନ୍ତି ୬୦ ବର୍ଷର ବୃଦ୍ଧ । ଅଶୋକ କୁମାର ବିଶ୍ୱାଳ ନାମକ ବୃଦ୍ଧଙ୍କ

୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ ଏବଂ ଆରମ୍ଭ ହେବ ପାଠପଢ଼ା | ତେବେ ଏନେଇ ସୂଚନା ପ୍ରଦାନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ ସେ ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ

ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ; ଚିଲିକାରୁ ଗଲା ସାମ୍ପଲ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲ୍ୟୁ ଚିହ୍ନଟ ହେବା ପରେ ସକ୍ରିୟ ହୋଇଛନ୍ତି ରାଜ୍ୟ ସରକାର । ତୁରନ୍ତ ପଦକ୍ଷେପ ନେବାକୁ ଯାଇ ଚିଲିକାରୁ ପ୍ରାଥମିକ ଭାବେ ସାମ୍ପଲ ସଂଗ୍ରହ ହୋଇଛି । ପ୍ରାଣୀଧନ ବିଭାଗ ପକ୍ଷରୁ ଚିଲିକାରୁ ୪ଶହ ପକ୍ଷୀ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ

ପକ୍ସୋ କୋର୍ଟରେ ହାଜର ପରୀର ଅଭିଯୁକ୍ତ

ନୟାଗଡ଼ : ପରୀ ହତ୍ୟା ମାମଲାରେ ନୟାଗଡ଼ ପକ୍ସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ମଧ୍ୟ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର । ତେବେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ସେ ନେଇ

ରାଜ୍ୟରେ ଆଉ ୨ ଜୀବନ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା