ବିଶ୍ୱ ଅର୍ଥନୀତିରେ ଭାରତର ଯୋଗଦାନ ୧୫%
ବିଶ୍ବ ଅର୍ଥନୀତିରେ ଭାରତର ସ୍ଥିତି ଅପେକ୍ଷାକୃତ ଭାବେ ଭଲ ରହିବ। ୨୦୨୩ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୫ ପ୍ରତିଶତ ରହିବ ବୋଲି ଅନତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏମ୍ଡି କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। କରୋନା ମହାମାରୀ ବେଳେ ଭାରତୀୟ ଅର୍ଥନୀତି ଯେଉଁ!-->…
