Odia News Portal
Browsing Tag

latest odia news

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଗତ ଜାନୁଆରୀ ମାସ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକ ସର୍ବସାଧାରଣ ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରିଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କୁ

ମିଶନଶକ୍ତିର ଦାବି ପୂରଣ କଲେ ରାଜ୍ୟ ସରକାର

ଗ୍ରାମ ପଞ୍ଚାୟତ ସ୍ତରରେ କାର‌୍ୟ୍ୟ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର । ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଂଘ ତରଫରୁ କୁହାଯାଇଛି । ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର

ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ହୃଦୟସ୍ପର୍ଶୀ ଚିଠିର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁରେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ ସେ ମୋଦୀଙ୍କ ମା’ ହୀରାବେନଙ୍କ ମୃତ୍ୟୁ ପରେ ଶୋକ ବ୍ୟକ୍ତ କରିଛି। ମୋଦୀ ଛୋଟ ପିଲାର ଏହି ଚିଠିର ଉତ୍ତର ଦେଇଛନ୍ତି। ମୋଦୀଙ୍କ ଓ ଶିଶୁର ହୃଦୟସ୍ପର୍ଶୀ ଚିଠିର

ରାଜ୍ୟରେ ପ୍ରଥମ,୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭାର୍ଚୁଆଲ ରିଆଲିଟି ଲ୍ୟାବ

ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି। ତେବେ କନ୍ଧମାଳ ଜିଲ୍ଲାରେ ଏହି ପରିପେଖିରେ ଟିକେ ଭିନ୍ନ ତଥା ନିଆରା କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭାର୍ତୁଆଲ ରିଆଲିଟୀ ଲ୍ୟାବ,ଯାହାକି ରାଜ୍ୟରେ ପ୍ରଥମ। ରାଜ୍ୟ ଗଣଶିକ୍ଷା

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ସମାନତା ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଉଭୟ ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଧାର୍ଯ୍ୟ

ବିବାହ ବିବାଦକୁ କେନ୍ଦ୍ରକରି ଏସିଡ ମାଡ କଲେ ଯୁବକ

ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ | ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁର ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ

ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡକୁ ବିରୋଧ :ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି

ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ବିରୋଧ କରି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି । ସମସ୍ତେ ଗୃହକୁ ଆସି ଭାଗନେବାକୁ ଦାବି କରିଛି ଦଳ । ପାର୍ଲାମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ ଏଭଳି ବ୍ୟବସ୍ଥା କାହିଁକି ବୋଲି ସେ

ନିକ୍କି ହତ୍ୟା ମାମଲା : ସାହିଲର ବାପା ପୂର୍ବରୁ ହତ୍ୟା ମାମଲାରେ ଯାଇଛନ୍ତି ଜେଲ

ନିକ୍କି ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାହିଲର ବାପା ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି। ସାହିଲର ବାପା ବିରେନ୍ଦ୍ରଙ୍କ ବିରୋଧରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେ ୧୯୯୭ ମସିହାରେ ଏହି ଘଟଣାଇ ଥିଲେ।

ହଷ୍ଟେଲରେ ପରିବେଷିତ ହେଉଛି ଲୁହା ପରି ଟାଣ ପରାଠା, ଇଣ୍ଟରନେଟରେ ଭିଡିଓ ଭାଇରାଲ

ଯଦି ଆପଣ କେବେ ହଷ୍ଟେଲ୍‌ରେ ରହିଛନ୍ତି ତ ଆପଣଙ୍କର ଅନେକ ମିଠା ସ୍ମୃତି ରହିଥିବ। ନିଜ ବନ୍ଧୁଙ୍କ ସହ ବିତାଇଥିବା ସେ ଦିନ ସବୁ ମନେ ପଡ଼ିଲେ ଆଜି ବି ଆପଣଙ୍କୁ ଖୁସି ଲାଗୁଥିବ। ପରୀକ୍ଷାର ଏକ ଦିନ ପୂର୍ବରୁ ରାତି ଅନିଦ୍ରା ହୋଇ ପାଠ ପଢ଼ିବାରୁ ନେଇ ସାଙ୍ଗମାନଙ୍କ ସହ ଅନର୍ଗଳ ଗପ ସବୁ ଗୋଟାଏ

ଅର୍ଥନୈତିକ ସ୍ଥିତିରେ ସମସ୍ତଙ୍କୁ ପଛରେ ପକାଇବ ଭାରତ; ଡାଲିଓ

ଆମେରିକାର କୋଟିପତି ବ୍ୟବସାୟୀ ରେ ଡାଲିଓ ଭାରତୀୟ ଅର୍ଥନୀତିକୁ ବହୁତ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ସାରା ବିଶ୍ୱ ଚକିତ ଆଖିରେ ଭାରତର ଜିଡିପି ଅଭିବୃଦ୍ଧିକୁ ଚାହିଁବ ବୋଲି ସେ କହିଛନ୍ତି । ଓ୍ବର୍ଲ ଗଭର୍ଣ୍ଣମେଣ୍ଟ ସମିଟ୍ ୨୦୨୩ରେ ଆମେରିକାର କୋଟିପତି ରେ ଡାଲିଓ କହିଛନ୍ତି ଯେ ଭାରତର