Odia News Portal
Browsing Tag

latest odia news

ବାପାଙ୍କୁ ଯକୃତର କିଛି ଅଂଶ ଦାନ କରି ଝିଅ ବନିଲେ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ

ବାପାଙ୍କୁ ଯକୃତ୍‌ର (ଲିଭର୍‌) କିଛି ଅଂଶ ଦେଇ କେରଳର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ନାବାଳକମାନଙ୍କୁ ଅଙ୍ଗଦାନ କରିବାକୁ ଦେଶର ଆଇନ ଅନୁମତି ଦେଉ ନ ଥିବାରୁ ଦେବନନ୍ଦା ନାମ୍ନୀ ସେ ଦ୍ବାଦଶ ଶ୍ରେଣୀର ଛାତ୍ରୀ କେରଳ

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ

ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବି । ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋକାଲିକା ଦାଶ ଭେଟିଛନ୍ତି । ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହେଲେ । ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭାରେ

କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉପ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା

‘ଗୁପ୍ତଚର’ ବେଲୁନ୍ ପରଠାରୁ ଆମେରିକାର ଚୀନକୁ ଚେତାବନୀ; ଏଭଳି କାର୍ଯ୍ୟର ପୁନରାବୃତ୍ତି ନହେବା ଉଚିତ

ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା ଅନୁଚିତ।

ଭାରତର ଭିତ୍ତିଭୂମି ୨୦୨୪ ଶେଷକୁ ଆମେରିକା ମାନର ହେବ; ନୀତିନ ଗଡକରୀ

ଭାରତର ଭିତ୍ତିଭୂମି ଗୁଡ଼ିକ ୨୦୨୪ ଶେଷ ସୁଦ୍ଧା ଆମେରିକା ମାନର ହେବ। ଭିତ୍ତିଭୂମି ବିନା ଶିଳ୍ପ ସମ୍ଭବ ନୁହେଁ। ଶିଳ୍ପ ବିନା ପୁଞ୍ଜି ନିବେଶ ହୋଇପାରିବ ନାହିଁ। ବିନା ପୁଞ୍ଜି ନିବେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବନାହିଁ। ଭାରତକୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ଲାଗି

ସାଉଥ୍ ଅଭିନେତା ତଥା ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ

ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଆହତ

ଝିଅକୁ ଶାଶୁଘରେ ଛାଡି ଅଟୋରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲ କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ । ତେବେ ଅଟୋକୁ ଧକ୍କା ଦେବା ପରେ ବୋଲେରୋ ଚାଳକ ଘଟଣାସ୍ଥଳରୁ

ପୁତୁରା ବାହଘରରେ ଟଙ୍କା ବୃଷ୍ଟି କଲେ ପୂର୍ବତନ ଗୁଜୁରାଟୀ ସରପଞ୍ଚ

ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ ସେବାଦା

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ପଦମପୁର ପହଞ୍ଚିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।