Odia News Portal
Browsing Tag

latest odia news

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ୱାଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖିବାକୁ ଅନୁରାଧାଙ୍କୁ

ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ

ମାର୍ଚ୍ଚରେ ସରିବ ସ୍ମାର୍ଟ ସିଟି ପ୍ରକଳ୍ପ

ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେ‌ଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେ‌ଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ

ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍‌ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ

ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ।

‘ପୁଷ୍ପା-୨’ର ଆଇଟମ ସଂଗ୍କୁ କ’ଣ ମନା କରିଛନ୍ତି ସମନ୍ଥା ?

୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ରର ‘ଉଃ ଅଣ୍ଟବା’ ଗୀତରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନରେ ଯେଉଁ ଶିହରଣ ଖେଳାଇଥିଲା ତାହା ବିରଳ ଶ୍ରେଣୀର ବୋଲି କୁହାଯାଇପାରେ। ନିଜର ପ୍ରଥମ ଆଇଟମ୍‌ ଗୀତରେ ସମନ୍ଥା ଦୀର୍ଘସ୍ଥାୟୀ ଛାପ ଛାଡ଼ିବାରେ ସମର୍ଥ

ପୁରସ୍କାର ନେବା ବେଳେ ଅଭିନେତା ଶାହନୱାଜ ପ୍ରଧାନଙ୍କର ମୃତ୍ୟୁ

ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର। ‘ମିର୍ଜାପୁର’ ଫେମ୍‌ ଅଭିନେତା ଶାହନୱାଜ ପ୍ରଧାନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଶାହନୱାଜ ମୀର୍ଜାପୁର ସହ ଅନେକ ଲୋକପ୍ରିୟ ସିନେମା, ଟିଭି ସିରିଏଲ୍ ଏବଂ ଓ୍ୱେବ ସିରିଜ୍‌ରେ କାମ କରିଛନ୍ତି । ଏକ

‘କପିଲ ଶର୍ମା ଶୋ’ ଫିଲ୍ମ ପାଇଁ ଅଶୁଭ; କେ.ଆର.କେ

ବଲିଉଡ ଖିଲାଡି କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ସେଲଫି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଥର ପାଇଁ ଇମ୍ରାନ ହାଶମୀଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏବେ ସେ ‘ସେଲଫି’ର ପ୍ରଚାର ପାଇଁ ବାହାରକୁ ଯାଉଥିବା ବେଳେ ‘ଦି କପିଲ ଶର୍ମା ସୋ’କୁ

ଚୀନରେ ଆଉ ଜଣେ ମହାଧନୀ ବ୍ୟକ୍ତି ନିଖୋଜ

ଚୀନ୍‌ରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ନିଖୋଜ ହୋଇଯିବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ଏପରି ଅନେକ ଥର ଘଟିଛି । ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍‌ ମା କିଛି ଦିନ ତଳେ ନିଖୋଜ ହୋଇଥିଲେ । ସରକାରଙ୍କ କିଛି ନୀତିକୁ ବିରୋଧ ପରେ ସେ ନିଖୋଜ ହୋଇଥିବା ସୂଚନା ମିଳିଥିଲା । ପରେ

ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ

ପୁଣି ଥରେ ପାକିସ୍ତାନ ଉପରେ ହୋଇଛି ଆତଙ୍କୀ ହାମଲା । ପାକିସ୍ତାନର ଜନବହୁଳ ସହର କରାଚିରେ ଗତକାଲି କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୁଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଗୁଳି ବିନିମୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫