ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲେ ‘କନ୍ତାରା’ ମୁଖ୍ୟ ନାୟକ ରିଷଭ ସେଟ୍ଟୀ
ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ‘କନ୍ତାରା’ ଫେମ୍ ରିଷଭ ସେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ!-->…
