Odia News Portal
Browsing Tag

latest odia news

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିରେ ସ୍କର୍ପିଓ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି

ଗୁଲମାର୍ଗରେ ସ୍କି ଖେଳିଲେ ରାହୁଲ ଗାନ୍ଧୀ

ଦୁଇଦିନିଆ ବ୍ୟକ୍ତିଗତ ଗସ୍ତରେ ଜାମ୍ମୁ ଓ କାଶ୍ମୀର ଯାଇଥିବା କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ବୁଧବାର ଦିନ ଗୁଲ୍ମାର୍ଗର ତୁଷାର ଆବୃତ ଢାଲୁ ଅଞ୍ଚଳରେ ସ୍କି’ ଖେଳିଛନ୍ତି।ଦୁଇ ପାର୍ଶ୍ବରେ ଦୁଇଜଣ ତାଲିମଦାତା ଥାଇ ରାହୁଲ୍ ଗାନ୍ଧୀ ଗୁଲ୍ମାର୍ଗ ସ୍କି’ ରିଜର୍ଟରେ ସ୍କି’ ଖେଳୁଥିବା ବେଳେ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଖାରଜ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼

ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?

ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ

ନାଗାଲାଣ୍ଡ ବିଧାନସଭା ନିର୍ବାଚନ; ପାର୍ଥୀଙ୍କ ନାମରେ ବାହାରିଲା ଅପରାଧିକ ମାମଲା

ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍‌ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଏଡିଆର ଦ୍ବାରା ୧୮୪ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏହା ପ୍ରକାଶ କରାଯାଇଛି ଯେ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା

ପଶ୍ଚିମବଙ୍ଗ ରାଜ୍ୟପାଳ କାର୍ଯ୍ୟାଳୟରୁ ବିଦା ହେଲେ ବିଜେପି ଦ୍ୱାରା ଟାର୍ଗେଟରେ ଥିବା ଆଇଏଏସ ଅଫିସର

ଥରକୁ ଥର ‘ବିଜେପି’ ଆକ୍ରୋଶର ସରବ୍ୟ ହେଉଥିବା ଆଇ.ଏ.ଏସ୍‌. ଅଫିସର୍‌ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପଦବୀରୁ ହଟାଇ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି। ରବିବାର ଦିନ ରାଜଭବନ ତାଙ୍କ ବଦଳି ପାଇଁ ଅନୁରୋଧ କରିବା ସହିତ ତାଙ୍କୁ ତାଙ୍କ କାର୍ଯ୍ୟରୁ ଅବ୍ୟାହତି

ଶ୍ବେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇଲା କମିଶନରେଟ୍‌ ‌ପୁଲିସ

ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇ ଆଣିଲା ପୁଲିସ। ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ଉଠାଇଲା କମିଶନରେଟ୍‌ ପୁଲିସ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ

ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ (ମିନି ବଜେଟ୍) ଉପସ୍ଥାପନ

ମୃତ୍ୟୁ ପିଛା ହିଁ ଛାଡିନି; ଶେଷରେ ନେଲା ଜୀବନ

୨୦୧୮ରେ ବନ୍ୟାପ୍ଳାବିତ ଥାଇଲାଣ୍ଡ୍‌ ଗୁମ୍ଫା ‘ଥାମ୍‌ ଲୁଆଙ୍ଗ୍‌’ ଭିତରେ ୨ ସପ୍ତାହରୁ ଅଧିକ ଦିନ ଫସି ରହିଥିବା ୧୨ଜଣ ବାଳକଙ୍କ ମଧ୍ୟରୁ ଜଣେ ତଥା ଥାଇ ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଦୁଆଙ୍ଗଫେଟ୍‌ ପ୍ରୋମ୍‌ଥେପ୍‌ଙ୍କର ବୁଧବାର ଦିନ ବ୍ରିଟେନ୍‌ରେ ମୃତ୍ୟୁ ଘଟିଥିବା କଥା ତାଙ୍କର

ଋତୁସ୍ରାବ ଯନ୍ତ୍ରଣା ଆବେଦନ:ଆସନ୍ତା ୨୪ରେ ହେବ ସୁପ୍ରିମକୋର୍ଟ ଶୁଣାଣି

ଛାତ୍ରୀ ଏବଂ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ କାର୍ଯ୍ୟସ୍ଥଳରେ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆସନ୍ତା ଫେବ୍ରୁଆରି ୨୪ରେ ଏକ ଆବେଦନର ଶୁଣାଣି କରିବେ। ମହିଳା ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ