Odia News Portal
Browsing Tag

latest odia news

ଗୋଦାବରୀ ଏକ୍ସପ୍ରେସ ଦୁର୍ଘଟଣା:୬ଟି ବଗି ଲାଇନଚ୍ୟୁତ

ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି

ଗୁରୁଡିଝାଟିଆ ଥାନାର କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲକୁ ଉଦଘାଟନ କରିବେ ସୁରେଶ ରାଇନା

୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗୁରୁଡିଝାଟିଆ ଥାନାର କପୁରସିଂ ନିକଟରେ ୩୦ ଏକର ଜାଗାରେ ନିର୍ମିତ ହୋଇଛି କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲ । ଜାତୀୟ କ୍ରିକେଟ ଏକାଡେମୀ ଢାଞ୍ଚାରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉତ୍ତମ କ୍ରୀଡା ବ୍ୟକ୍ତିତ୍ୱ ସୃଷ୍ଟି କରି ଆନ୍ତର୍ଜାତୀୟ ସ୍ତରରେ

ବିଶ୍ୱ ଅର୍ଥନୀତିରେ ଭାରତ ପଞ୍ଚମ

ବିଶ୍ୱ ଅର୍ଥନୀତିରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଭାରତ ଫ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୂର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।

ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ

ବିଧାନସଭା ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯିବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଗୃହର

ବଢିବ ତାତି

ମାଡି ଆସୁଛି ଖରା। ଗତ ଦୁଇଦିନ ହେବ ସର୍ବାଧିକ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ। ଦୁଇଦିନ ହେଲା ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ସମତଳ ଏବଂ ପାହାଡିଆ ଅଞ୍ଚଳରେ ପାରଦ କମୁଥିଲା। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ଷ୍ଟାର ୟଶ୍ ଓ ଋଷଭ

ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ

ବେଆଇନ ପାର୍କିଂକୁ ହଟାଇବାକୁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ଓ କଟକ ସହର ରାଜରାସ୍ଥାରେ କରିହେବ ନାହିଁ ପାର୍କିଂ । ବେଆଇନ ଗାଡ଼ି ପାର୍କିଂ କଲେ ଏଥର ନିଆଯିବ କଡ଼ା କର୍ଯ୍ୟାନୁଷ୍ଠାନ । ଏନଏଚ ଉପରେ ଗାଡ଼ି ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବାରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଗୃହ ବିଭାଗ । ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏନଏଚ-୧୬

ଅନୁଷ୍ଠିତ ହୋଇଯାଇଛି ୮ମ ରାଜ୍ୟ ଟେଲି ପୁରସ୍କାର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ମିଳିତ ସହଯୋଗରେ ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ

ମହିଳା T-୨୦ ବିଶ୍ବକପ: ଖେଳିବେ ଭାରତ- ୱେଷ୍ଟଇଣ୍ଡିଜ୍

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ

ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ରାଜନୈତିକଦଳ

ଆୟକର ବିଭାଗର, ବିବିସି କାର୍ଯ୍ୟାଳୟରେ ଚଢାଉ । ଗତକାଲି ଆୟକର ବିଭାଗର ଏକ ଟିମ୍ ଭାରତର ବିବିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ସର୍ଭେ କାର୍ଯ୍ୟ ଚାଲିଥିଲା। ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ।