ଗାଭାସ୍କର୍ ଟ୍ରଫି; ୬ ୱିକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଅଗ୍ରଣୀ
ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରି ଏହି ୪ ମ୍ୟାଚ୍ ସିରିଜ୍ରେ ୨-୦ରେ ଅଗ୍ରଣୀ ରହିଛି।
ଆଜିର ଏହି ମ୍ୟାଚ୍ରେ ଭାରତକୁ ବିଜୟମଣ୍ଡିତ!-->!-->!-->…
