Odia News Portal
Browsing Tag

latest odia news

୪୫୩ କର୍ମଚାରୀଙ୍କୁ ଛଟେଇ ଦେଲା ଗୁଗଲ୍

ବିଶ୍ବର ବଡ଼ ଇଣ୍ଟ‌ରନେଟ୍‌ କଂପାନି ଗୁଗଲ୍ ପକ୍ଷରୁ ଭାରତରେ ୪୫୩ କର୍ମଚାରୀଙ୍କୁ ବିଦା କରାଯାଇଛି। ବିଶ୍ବବ୍ୟାପୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚ୍ଚାଇ ଘୋଷଣା କରିଥିଲେ। କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର କର୍ମଚାରୀଙ୍କୁ ଛଟେଇ

ଆୟକର ବିଭାଗର ବଡ ଅଭିଯୋଗ; ଟିକସ ପୈଠ କରିନି ବିବିସି

ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ତିନିଦିନ ଧରି ସର୍ଭେ ଗତକାଲି ଶେଷ ହେବା ପରେ ଆୟକର ବିଭାଗ ପକ୍ଷରୁ ଆଜି ଏହା ବିରୋଧରେ ବଡ଼ ଅଭିଯୋଗ ଅଣାଯାଇଛି। ଭାରତରେ ବିବିସିର ପରିଚାଳନା ଯେଉଁ ସ୍ତରରେ ରହିଛି ସେହି ଅନୁପାତରେ ଆୟ କିମ୍ବା ଲାଭ ଏହି ସଂସ୍ଥା ଦର୍ଶାଉନାହିଁ। ଇଂରାଜୀ

ଯାଜପୁର ଜିଲ୍ଲା ପାଣି ସମସ୍ୟା, ପର୍ଯ୍ୟାପ୍ତ ନୁହେଁ ବୈତରଣୀ ଜଳ

କେନ୍ଦୁଝରର ଗୋନାସିକାରୁ ବାହାରିଥିବା ବୈତରଣୀ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀର ଜଳ କୃଷି ବଦଳରେ ସିଂହଭାଗ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏବେ ବୈତରଣୀ ନଦୀଜଳକୁ ଭଦ୍ରକ ଜିଲ୍ଲାର ଶିଳ୍ପକୁ ଦେବାକୁ ସରକାର ଅନୁମତି ଦେଇଛନ୍ତି।

ଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାବେଶରେ ପରିପୂର୍ଣ୍ଣ ଏକାମ୍ର କ୍ଷେତ୍ର, ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠିତ ଭକ୍ତଗଣ

ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ

ବିଧାନସଭାରେ ନବଦାସଙ୍କ ହତ୍ୟାର ଗୁମର ଖୋଲିବେ ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ। ଘଟଣା ପଛରେ ଅନେକ ରହସ୍ୟ ରହିଛି। ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ

ଆଦାନୀ ବିବାଦ : ତୀବ୍ର ସମାଲୋଚନାର ଶିକାର ହେଲେ ନିବେଶକ ଜର୍ଜ ସରୋସ୍

ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିବେଶକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେଇଥିବା କୋଟିପତି ନିବେଶକ ଜର୍ଜ ସରୋସ୍‌ଙ୍କୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତୀବ୍ର ସମାଲୋଚନା କରିଛନ୍ତି। ବୈଦେଶିକ

ତୁର୍କୀ ଦେଇଥିବା ରିଲିଫ ସାମଗ୍ରୀକୁ ତୁର୍କୀ ସହାୟତାରେ ପଠାଇଲା ପାକିସ୍ତାନ

ଗତବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପାକିସ୍ତାନକୁ ଯେଉଁ ରିଲିଫ୍‌ ସାମଗ୍ରୀ ପଠାଇଥିଲା ତାକୁହିଁ ପାକିସ୍ତାନ ଭୂମିକମ୍ପ ସହାୟତା ଭାବେ ପୁଣି ତୁର୍କୀକୁ ପଠାଇଥିବା କଥା ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି। ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀକୁ ନିକଟ ଅତୀତରେ ପାକିସ୍ତାନ

ଦିଲ୍ଲୀ ମଦ ଦୁର୍ନୀତି : ପୁଣି ମନୀଷ ସିସୋଦିଆଙ୍କୁ ‘ସିବିଆଇ’ର ସମନ୍

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍‌ କରିଥିବା କଥା ଆଜି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରବିବାର ଦିନ ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି। ମନୀଷ କହିଛନ୍ତି

‘ମିଷ୍ଟି’ ଯୋଜନାରେ ଓଡିଶାର ସାତକୋଶିଆ

ଉପକୂଳ ଅଂଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ‘ମିଷ୍ଟି’ ଯୋଜନା ଘୋଷଣା କରିଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଦେଶର ୭୫୦୦ କିମି ବ୍ୟାପି ଉପକୂଳରେ ହେନ୍ତାଳବନ

ନିକି ହତ୍ୟା ମାମଲା; ଗିରଫ ହେଲେ ସାହିଲଙ୍କ ବାପା ସମେତ ୫ ଅଭିଯୁକ୍ତ

ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍‌ ଗେହ୍‌ଲଟ୍‌ଙ୍କ ବାପାଙ୍କ ସମେତ ୫ଜଣଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଥିବା କଥା ଆଜି ଦିଲ୍ଲୀ ପୁଲିସ କହିଛି। ପୁଅକୁ ଷଡ଼ଯନ୍ତ୍ରରେ ସହାୟତା କରିଥିବା ଅଭିଯୋଗରେ ସାହିଲ୍‌ଙ୍କ ବାପାଙ୍କୁ ଗିରଫ କରାଯାଇଛି। ସମ୍ବାଦ ସରବରାହ