ବିପୁଳ କ୍ଷତି ସହିଲେଣି ଆଦାନି
ଚଳତ ବର୍ଷ ଜାନୁଆରି ୨୪ରେ ଆମେରିକାର ସଂସ୍ଥା ହିଣ୍ଡେନ୍ବର୍ଗ ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ କରିବା ପରେ ଉଭୟ ଆଦାନି ଓ ତାଙ୍କ କଂପାନିର ନିବେଶକମାନେ ବିପୁଳ କ୍ଷତି ସହିଲେଣି। ଆଦାନିଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଲାଣି। ଚଳିତ!-->…
