Odia News Portal
Browsing Tag

latest odia news

ଆଜିଠାରୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ

ଭୁବନେଶ୍ବର: ଆଜିଠୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରାଯିବ ଟିକାକରଣ । ତେବେ କୋଭିଡ ସଂକ୍ରମଣ ବଢୁଥିବାରୁ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜ,ନୂଆପଡା, ସୁନ୍ଦରଗଡ, କଳାହାଣ୍ଡିରେ

ରାଜ୍ୟରେ କମିବକି ବିଜୁଳି ଦର ?

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ | ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି | ଓଇଆରସିରେ ଆବେଦନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର |ତେବେ ବିଜୁଳି ଦର ବୃଦ୍ଧି ନେଇ ଆଜି ଅଚଳ ହୋଇଥିଲା ବିଧାନସଭା |ଆଜି ଉଭୟ

ପିପିଲି ବାଜି ପାଇଁ ୪ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ପିପିଲି ପାଇଁ ବିଜେଡି ଦଳ ପୁରାପୁରି ପ୍ରସ୍ତୁତ । ପିପିଲି ଗଡ଼ ଜିତିବା ପାଇଁ ଦଳ ପକ୍ଷରୁ ୪ଜଣ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।ତେବେ ଏହି ଗୁରୁ ଦାୟିତ୍ୱ ବହନ କରିବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର,