Odia News Portal
Browsing Tag

latest odia

ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର: ଆଜି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ । ଭିଡିଓ କନଫରେସିଂ ଜରିଆରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି,…

୨୫ ଡିସେମ୍ବରରେ ନିକାହ କରିଛନ୍ତି ଗୌହର ଖାନ୍

ଗୌହର ଖାନ୍ କୁବୁଲ୍ କଲେ ଜୈଦ ଦରବାରଙ୍କ ସହିତ ନିକାହ । ଅଭିନେତ୍ରୀ ଏବଂ ମଡେଲ ଗୌହର ଖାନ ନିଜ ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ସହିତ ନିକାହ କରିଛନ୍ତି । ଦୁହେଁ ୨୦୨୦ରୁ ପରସ୍ପରଙ୍କୁ ବହୁତ ଦିନ ଧରି ଡେଟ୍ କରୁଥିଲେ । ପରେ ଏମାନେ ବିବାହ କରିବାର ନିଷ୍ପତ୍ତି ନେଲେ । ଏମାନଙ୍କ ବିବାହ ପାଇଁ…

ବୃଷ ରାଶି ଲୋକମାନଙ୍କର କେମିତି କଟିବ ୨୦୨୧,ଆସନ୍ତୁ ଜାଣିବା..

ବୃଷଭ ରାଶିର ଲୋକମାନେ ସାଧାରଣତଃ ଧୌର୍ଯ୍ୟଶୀଳ ହୋଇଥାଆନ୍ତି । କୌଣସି ବି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ନିଅନ୍ତି । ମନ ଜିତିବା ଏମାନଙ୍କ ଠାରୁ ଶିଖିବା କଥା । ଏମାନେ ଭରସାଯୋଗ୍ୟ ହୋଇଥାଆନ୍ତି । ଏମାନେ ଧିର ଓ ଗମ୍ଭୀର ହୋଇଥାଆନ୍ତି । ବୃଷଭ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ୨୦୨୧ ପାଇଁ…

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା…

ଜାଣନ୍ତୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ନବବର୍ଷ,ମିଳିପାରେ ଶୁଭ ସୂଚନା !

ମେଷ ରାଶି ୨୦୨୧ ରାଶିଫଳ ମେଷ ରାଶି ଲୋକମାନେ ସାଧାରଣତଃ ଜୀବନରେ ଅଧିକ ସଂଘର୍ଷ ର ସାମ୍ନା କରନ୍ତି । ଏମାନେ ଜୀବନରେ ସଂଘର୍ଷ ରେ ହାରିବା କିମ୍ବା ମନରେ ହାରିବାକୁ ସ୍ୱୀକାର କରନ୍ତି ନାହିଁ । ଶେଷ ପର୍ଯ୍ୟନ୍ତ ଏମାନେ ଚେଷ୍ଟା କରନ୍ତି ଓ ସଫଳ ବି ହୁଅନ୍ତି । ମେଷ ରାଶିର…

ବୁଧବାର କରନ୍ତୁ ବିଘ୍ନହର୍ତ୍ତାଙ୍କ ଉପାସନା,ଘରକୁ ଫେରିବ ସୁଖ ସମୃଦ୍ଧି

ସପ୍ତାହର ଗୋଟିଏ ଦିନ ବୁଧବାର ଯାହା ଭଗବାନ ଗଣେଶଙ୍କ ବାର ଅଟେ । ଭଗବାନ ଶ୍ରୀ ଗଣେଶ ସମସ୍ତ ଦୁଃଖର ହରଣ କରନ୍ତି । ହିନ୍ଦୁ ଧର୍ମରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କର ପୂଜା କରାଯାଏ । ଯଦି ଆପଣଙ୍କର କୁଣ୍ଡଳୀରେ ବୁଧଗ୍ରହ ଅଶୁଭ ସ୍ଥିତିରେ ଥାଏ , ତେବେ ତାହାର…

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ କରୋନା ଆକ୍ରାନ୍ତ

କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆ ଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେଲଫ ଆଇସୋଲେସନରେ ରହିବେ…