Odia News Portal
Browsing Tag

Loot

ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣା : ୫ ଗିରଫ

ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ…

ଲିପ୍ଟ ବାହାନାରେ ୭୫ ହଜାର ଲୁଟ୍

ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ ଯୁବକ ବୀରେନ ପରିଡାଙ୍କୁ ଠକମାନେ ଲିଫ୍ଟ ଦେବାକୁ କହି ଲୁଟିନେଇଛନ୍ତି । ଗତ…

ପୁଣି ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍ କାଚ ଭାଙ୍ଗି କଲେ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ…

ରାଜଧାନୀରେ ମାତିଲେ ଚୋର କାନ୍ଥ ଭାଙ୍ଗି କରିଲେ ଲୁଟ୍

ବାଲିଅନ୍ତା ଥାନା ପାରିବାସୁଦେଇପୁର ଗ୍ରାମରୁ ଛେଳି ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ଗ୍ରାମର କୈଳାସ ବେହେରାଙ୍କର ଗୁହାଳ କାନ୍ଥ ଭାଙ୍ଗି ୨୫ ଗୋଟି ଛେଳି କରି ନେଇଛନ୍ତି ଦୁବୃତ୍ତ । ଚୋରି ଯାଇଥିବା ଛେଳିର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ । ଶନିବାର ବିଳମ୍ବିତ ରାତିରେ…

ବନ୍ଧାହେଲେ ଲୁଟେରା, ସାହାଯ୍ୟ ନାଁରେ ଚୋରୀ କରୁଥିଲେ

ସୁବର୍ଣ୍ଣପୁର: ବନ୍ଧା ହେଲେ ଚୋର । ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ୟ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ…

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍

କଟକ: ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚୌଦ୍ୱାର-କଟକ ବିଧାୟକଙ୍କ ଘରୁ ଚୋରି ଅଭିଯୋଗ । ଗତକାଲି ରାତିରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖୋଳତାଡ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ । ବିଧାୟକଙ୍କ ଘରୁ ଲୁଟ୍ ଘଟଣା ଜଣା…

ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ । କେତେବେଳେ ଚୋରୀ ତ ଆଉ କେତେବେଳେ ରାହାଜାନୀ । ଏହାରି ଭିତରେ ଏଟିଏମ ଭାଙ୍ଗି ଲୁଟ୍ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର…

ବ୍ୟାଙ୍କ ଲୁଟେରାକୁ ନୁର୍ଦ୍ଧୁମ ଛେଚିଲେ, ପୋଲିସ ଜିମା ଦେଲେ

ଭୁବନେଶ୍ୱର: ବ୍ୟାଙ୍କ ଲୁଟ୍ କରି ଫେରାର ହୋଇଯାଇଥିଲା । ଏସବିଆଇ ବ୍ୟାଙ୍କ୍ରୁ ଲୁଟ୍ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍ ବ୍ୟାଙ୍କକୁ ଲୁଟ୍ ଉଦ୍ୟମ ବେଳେ ଗିରଫ…

ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଲେ

କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା ଅଳଙ୍କାର ସମେତ ୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର…

ଏଟିଏମ ଲୁଟର ଡେମୋ ଦେଖାଇଲା ଲୁଟେରା

ଭୁବନେଶ୍ୱର: ଏଟିଏମ ଲୁଟ କରିବାର ଡେମୋ ଦେଖାଇଲା ଲୁଟେରା । କେମିତି ଲୁଟ କରାଯାଉଥିଲା ତାହାର ସିନ ରିକ୍ରିଏସନ କରିଛି ପୋଲିସ । ରାଜ୍ୟ ବାହାରର ତିନି ଅପରାଧୀ କଟକ ଭୁବନେଶ୍ୱର ଓ ପୁରୀରେ ୩୦ରୁ ଅଧିକ ଏଟିଏମ ଲୁଟ କରିଥିବା ପୋଲିସ ସୂଚନା ଦେଇଛି । ଡିଭାଇସ୍ ଲଗାଇ ବାହାର ରାଜ୍ୟର ଲୁଟେରା…