Odia News Portal
Browsing Tag

marriage

ନିଜ ବିବାହକୁ ନେଇ ଖୁଲାସା କଲେ ରଶ୍ମିକା

ଚର୍ଚ୍ଚାରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢି ଯାଇଛି ସିନେ ଇଣ୍ଡଷ୍ଟ୍ରିରେ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ସେ। ଖୁବ ଶୀଘ୍ର ରଶ୍ମିକା ତାଙ୍କର ପ୍ରଥମ…

ବିବାହ କରିବାକୁ ମନ ବଳାଇଲେଣି ସୋନାକ୍ସି ସିହ୍ନା

ବର୍ତ୍ତମାନ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିହାଜର ଋତୁ ଆରମ୍ଭ ହୋଇଛି । କିଏ ବିବାହ କରୁଛି ତ କାହାର ନିର୍ବନ୍ଧ ହେଉଛି । ନିକଟରେ ରାଜକୁମାର ରାଓ-ପତ୍ରଲେଖା ଏବଂ ଆଦିତ୍ୟ -ଅନୁଷ୍କା ରଂଜନଙ୍କ ବିବାହ ପରେ ପ୍ରଶଂସକମାନେ ଚର୍ଚ୍ଚିତ ଯୋଡି ବିକି- କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ…

ନିଆରା ବିବାହ, ବରକୁ ୨୦ କନିଆଁକୁ ୪୫

ଲକ୍ଷେ୍ନø: ସମ ବୟସ୍କ ଝିଅ ସହ ବିବାହ କରାଇବାକୁ କହି ଫଟୋ ଦେଖାଇଥିଲେ । କିନ୍ତୁ ୨ ଛୁଆର ମା ସହ କରାଇଦେଲେ ବିବାହ । ଜଣେ ୨୦ ବର୍ଷୀୟ ଯୁବକ ସହ ଜଣେ ୪୫ ବର୍ଷୀୟା ମହିଳାଙ୍କ ବିବାହ କରାଯାଇଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଏଟୱାରେ ଘଟିଛି ଏଭଳି ଘଟଣା । ଶତ୍ରୃଘ୍ନ ସିଂ ନାମକ ଜଣେ…

ଦୁଇ ଦିନରେ ସରିବ ଜହ୍ନବୀଙ୍କ ବାହାଘର

ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର…

ଓଡ଼ିଶାର ବୋହୂହେଲେ ଉତ୍ତରପ୍ରଦେଶ ଝିଅ

ଭୁବନେଶ୍ୱର: ଉତ୍ତରପ୍ରଦେଶ କନିଆଁକୁ ଓଡ଼ିଶା ବର । ପ୍ରାପ୍ତ ବୟସ୍ଖ ପ୍ରେମୀ ଯୁଗଳଙ୍କ ହୋଇଛି ବିବାହ । ଝିଅକୁ ଫେରାଇ ନେବାକୁ ଆସିଥିବା ଉତରପ୍ରଦେଶ ପୋଲିସ ଖାଲି ହାତରେ ଫେରିଛି । ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଯୁବତୀ ଆକାକ୍ଷା ଓ ଭୁବନେଶ୍ୱରର ପୁଅ ପୃଥୀରାଜ ପଣ୍ଡାଙ୍କ ବିବାହ ହୋଇଛି । …

ପ୍ରେମରେ ଧୋକା ଦିଅନ୍ତି ନାହିଁ ଏହି ରାଶିର ବ୍ୟକ୍ତି

ଭୁବନେଶ୍ବର: ସଚ୍ଚୋଟ ଲାଇଫ୍ ପାର୍ଟନର ମିଳିଲେ ଜୀବନ ସୁଖମୟ ହୋଇଥାଏ ।ପ୍ରକୃତ ପ୍ରେମ ପାଇଥିବା ଲୋକଙ୍କ ଜୀବନ ସବୁ ସମୟରେ ଭଲ ପାଇବାରେ ଭରି ରହିଥାଏ। ଏହା ସହ ଘରେ ସୁଖ ଶାନ୍ତିର ପରିବେଶ ମଧ୍ୟ ରହିବ। ହେଲେ ଆଜିକାଲି ପ୍ରେମରେ ପ୍ରତାରଣା ଏକ ସାଧାରଣ କଥା। ଅଧିକାଂଶ ଲୋକେ ଯାହାକୁ ପ୍ରକୃତ…

ବିଚିତ୍ର ଆଇନ, ଜଣେ ମହିଳାଙ୍କୁ ବିବାହ କଲେ ଅପରାଧ,ଜାଣନ୍ତୁ

ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର ଆଇନ ଅନୁସା ଅପରାଧ । ସେଥିପାଇଁ ଇଚ୍ଛା ନ…