Odia News Portal
Browsing Tag

murder

ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧନରମାଲ ଗାଁରେ ଘଟିଛି ଅଘଟଣ । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ…

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର: ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟାକାଣ୍ଡ । ରାଜଧାନୀରେ ଗଡିଲା ମୁଣ୍ଡ । ଖଣ୍ଡଗିରି ଥାନା ରଘୁନାଥ ନଗରରେ ମୋବାଇଲ ଦୋକାନୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ହେଉଛନ୍ତି ୨୬ ବର୍ଷିୟ ସନାତନ ରାଉତରାୟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା…

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ…

ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର: ଘୋର କଳି କାଳ । ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବୋହୂ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ। ସୂଚନାନୁଯାୟୀ, ପାଣିକୋଇଲି ଥାନା ରଣପାଳ ଗାଁରେ…

ପୂର୍ବ ଶତ୍ରୃତାରୁ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଜଣେ ଯୁବକକୁ କିଛି ଦୁର୍ବୁର୍ତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟାକରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ…

ଟଙ୍କା ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: କଥାରେ ଅଛି ପୁଅଟିଏ ଜନ୍ମ କଲେ ଶହେ ଜନ୍ମର ପୂଣ୍ୟ ମିଳିଥାଏ । ଶେଷ ସମୟରେ ପୁଅ ସାହା ହେବ । ଏଥିଲାଗି ସବୁ ବାପା ମା ପୁଅ ଲାଗି ଲାଗି କେତେ ଓଷା ଉପବାସ କରିଥାନ୍ତି । କିନ୍ତୁ ଏମିତି କିଛି ଅଯୋଗ୍ୟ ଅଛନ୍ତି ଯେଉଁମାନେ କି ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନାହାନ୍ତି । ସାମାନ୍ୟ…

ଯୁବକଙ୍କୁ ହାଣିଦେଲେ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) । ଗ୍ରାମ ଯୁବକଙ୍କ…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପୁରୀ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଅଘଟଣ ।…

ବିଦ୍ୟାଙ୍କୁ ପୁଣି ଜେରା

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ତେବେ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ହେବାର ସମ୍ଭାବନା ରହିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଭାରତୀଙ୍କୁ କରାଯାଇପାରେ ପଚରାଉଚରା…

ମାଷ୍ଟର କ୍ୟାଣ୍ଟିନରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଭୁବନେଶ୍ୱର ଷ୍ଟେସନ ମାଷ୍ଟର କ୍ୟାଣ୍ଟିନ ନିକଟରେ ଘଟିଛି ଏଭଳି ଜଘନ୍ୟ ଅପରାଧ । ପୋଲିସ ଆଉଟ ପୋଷ୍ଟ ରହିଥିବା ବେଳେ କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ମାଷ୍ଟର କ୍ୟାଣ୍ଟିନ…